-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   (01-Aug-2026)       ||      ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   (01-Aug-2026)       ||      ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   (01-Aug-2026)       ||      ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   (01-Aug-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   (01-Aug-2026)       ||      ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (01-Aug-2026)       ||      *ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   (01-Aug-2026)       ||      *ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   (01-Aug-2026)       ||      ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   (01-Aug-2026)       ||      ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   (01-Aug-2026)       ||      ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା    (01-Aug-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      *ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||     

HOME   ଜିଲ୍ଲା

ହୃଦ୍‌ଘାତରେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଦେହାନ୍ତ

14-Jun-2021



ଡୁଙ୍ଗୁରିପାଲି,(ତୁଳସୀ ପ୍ରସାଦ ଦାସ): ଏହି ବ୍ଲକର ଗମ୍ଭାରିପାଲି ଗ୍ରାମର ତଥା ସୁନାବେଡା ମିଗବିମାନ କାରଖାନାର ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଆଜି ସକାଳ ୧୦ଟାରେ ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି । ଆଜି ସକାଳେ ସାମାନ୍ୟ ଅସୁସ୍ଥ ମନେ କରିବାରୁ ରିକ୍ସାରେ ଡୁଙ୍ଗୁରିପାଲି ଡାକ୍ତରଖାନା ଆସିବାକୁ ରିକ୍ସାରେ ବସିବାକୁ ଉଦ୍ୟମ କରୁଥିବା ବେଳେ ହୃଦ୍ଘାତ ହୋଇଥିଲା । ଫଳରେ ସେହି ସ୍ଥାନରେ ହିଁ ସେ ଟଳି ପଡିଥିଲେ । ତାଙ୍କର ମୃତ୍ୟ ଖବର ପ୍ରଚାରିତ ହେବା ପରେ ଡୁଙ୍ଗୁରିପାଲି ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ବାଗ ଜଣେ ମେଳାପୀ ,ଭଦ୍ର ବ୍ୟକ୍ତି ଥିଲେ । ବ୍ଲକ ବିଜେଡିର ଜଣେ ବରିଷ୍ଠ ସଭ୍ୟ, ଡୁଙ୍ଗୁରିପାଲି କଲେଜ ଉନ୍ନୟନ କମିଟୀର ସଦସ୍ୟ, ଦଳିତ ନେତା ଭାବରେ ପରିଚିତ । ମୃତ୍ୟୁ ଶଯ୍ୟ ନିକଟରେ ସ୍ତ୍ରୀ ପୁଷ୍ପାଞ୍ଜଳୀ ,ଝିଅ ପ୍ରୟଦର୍ଶିନୀ, ଭାଇ ଘନଶ୍ୟାମ, ଗଜରଘମ,ବ୍ୟାସ, ପୁତୁରା ଚୁଡାମଣି, ସାନ, ବସନ୍ତ, ନବୀନ ସୁରେଶ, ସୁଧିର ଉପସ୍ଥିତ ଥିଲେ । ପୁତୁରା ଚୁଡାମଣି ଗାଁ ଶ୍ମଶାନରେ ମୁଖାଗ୍ନି ଦେଇଥିଲେ । 

ପଞ୍ଚାୟତ ସ୍ତରୀୟ କରୋନା ଟିକାକରଣ 
ଡୁଙ୍ଗୁରିପାଲି,(ତୁଳସୀ ପ୍ରସାଦ ଦାସ):ଏହି ବ୍ଲକର ବାଙ୍କିପାଲି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କରୋନା ଟିକା କରଣ ଆରମ୍ଭ ହୋଇଯାଇଛି । ଏହି ଅବସରର ସରପଞ୍ଚ ପ୍ରକାସ ଚନ୍ଦ୍ର ସାହୁ ଯୋଗ ଦେଇ ଟିକା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏହି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି୍‌ୁ ଟିକା କରଣ କରାଯାଇଥିଲା ।ଏଥିରେ ୧୧୦ଜଣକୁ ଟିକା ପ୍ରଦାନ କରାଯାଇଥିଲା । ଡୁଙ୍ଗୁରିପାଲି ଡାକ୍ତଖାନାର ଏଏନଏମ ପ୍ରଭାସିନୀ ଦାସ, ସୁଜାତା ତରିଆ, ଡିଇଓ ଯୁଗଳ  ବରିହା, ସୁପରଭାଇଜର ଶରତ କଅଁର,  ଏଭିଡି ନିର୍ମଳା ଦାସ, ଏଏନଏମ ବାଙ୍କିପାଲି ପଞ୍ଚାୟତ ଶୁଶୀଳା ନାଏକ, ରାଜେଶ୍ୱରୀ ବାରିକ, ଦେବକୀ ମଲ୍ଲିକ, ଜିଆରଏସ ହରିବୋଲ ବିଭାଗର , ହାରାଧନ ବରିହା, ପିତାମ୍ବର ଶିକା ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   01-Aug-2026
  ଜିଲ୍ଲା  
ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   01-Aug-2026
  ରାଜ୍ୟ  
ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   01-Aug-2026
  ଜିଲ୍ଲା  
ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   01-Aug-2026
ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   01-Aug-2026
  ଜିଲ୍ଲା  
ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   01-Aug-2026
  ଜିଲ୍ଲା  
*ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   01-Aug-2026
  ଜିଲ୍ଲା  
*ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   01-Aug-2026
  ରାଜ୍ୟ  
ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   01-Aug-2026
  ଜିଲ୍ଲା  
ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   01-Aug-2026
  ଜିଲ୍ଲା  
ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା   01-Aug-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026

You Might Also Like