-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
24-Oct-2020
ଆଜି ହେଉଛି ପବିତ୍ର ଦୁର୍ଗାଷ୍ଟମୀ ତଥା ନବରାତ୍ରିର ଅଷ୍ଟମ ଦିନ। ନବରାତ୍ରିର ଅଷ୍ଟମୀ ତିଥରେ ମା’ ଗୌରୀଙ୍କୁ ପୂଜା କରାଯାଏ। ଭବବାନ ଶିବଙ୍କୁ ପ୍ରାପ୍ତ କରିବା ପାଇଁ ଦେବୀ ମା’ ମହାଗୌରୀ ବହୁ କଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ଶରୀର ପୂରା କଳା ରଙ୍ଗ ପଡ଼ି ଯାଇଥିଲା। ତେବେ ଭଗବାନ ଶିବଙ୍କ ଦର୍ଶନ ଓ କୃପା ଦୃଷ୍ଟି ମା’ ଗୌରୀଙ୍କ ଉପରେ ପଡ଼ିବାରୁ ତାଙ୍କ ଶରୀର ଗୌରବଣ୍ଣ ଧାରଣ କଲା। ଏହା ସହ ତାଙ୍କ ନାଁ ଗୌରୀ ହେଲା।*