-+91-9937148622 |

prerana_bgr@rediffmail.com |

  Monday 20th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||      ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   (20-Apr-2026)       ||      ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି    (20-Apr-2026)       ||      ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ    (19-Apr-2026)       ||      ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   (19-Apr-2026)       ||      ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   (19-Apr-2026)       ||      ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   (19-Apr-2026)       ||      ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   (19-Apr-2026)       ||      ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   (19-Apr-2026)       ||      ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   (19-Apr-2026)       ||      ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (19-Apr-2026)       ||      ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   (19-Apr-2026)       ||      ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   (19-Apr-2026)       ||      ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   (19-Apr-2026)       ||      ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ    (19-Apr-2026)       ||      ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   (19-Apr-2026)       ||      ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   (19-Apr-2026)       ||      ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   (19-Apr-2026)       ||      ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Apr-2026)       ||      *ସୋନପୁର ରେ ଲଜ୍ଜ୍ୟା; ନାବାଳିକାଙ୍କୁ ଗଣ ଦୁଷ୍କର୍ମ*- *ସୁବର୍ଣ୍ଣପୁର ରେ ଆଇନ୍ ଶୃଂଖଳା ବିପର୍ଯ୍ୟସ୍ତ* -   (18-Apr-2026)       ||     

HOME   ବିଶେଷ

ପ୍ରତିବର୍ଷ ଦଶହରା ବେଳେ ହେଉଥିବା ରାବଣ ପୋଡି କୁ ନେଇ ଏକ ଭିନ୍ନ ସ୍ଵାଦର କବିତା

05-Oct-2022



ପୁତଲା ପୁଡେଇ କାଏଁ ଲାଭ୍....?
  -ଆଶୁକବି ହେମନ୍ତ ଦାଶ

ଦ୍ବାପର୍ ଯୁଗେ କୁଷ୍ଟଁ ମାହାପୁରୁ
କଁସ୍ କେ କରିଥିଲେ ଧଁଶ୍,
ଛୁଆ ମାନକୁଁ ମାରିଥିନି ବଲି
ବୁଡେଇ ଦେଲେ ମୋର୍ ବଁଶ୍।
ହେଲେ ଆଏଜ୍ କାଲ୍ ସବୁ ବୁଆ ମାଁ
ପେଟେ ଦଉଛ ମାରି,
ପେଟର୍ ଛୁଆକେ ମାରିକରି ଭିଲ୍
ନିଜକେ ଭାବୁଛ ହରି।

ଯେନ୍ ଦୋଷ୍ ଗୁନା କରିଥିନି ମୁଇଁ
କରୁଛ ତମେ ସେ ପାପ୍,
ତମେ ବି ଦିନେ ଶାସତି  ପାଏବ
ନାଇଁ ପାଇପାର ମାଫ୍?
ତମର୍ ପଛ୍ ଆଡ୍ ପରଛା ମେଲା
ଜଲଦି ଜଲଦି ଢାପ୍,
ତମର୍ ଭିତରେ ତ ଅସୁର୍ ଲୁକିଛେ
ଆର୍ ପୁତଲା ପୁଡେଇ କାଏଁ ଲାଭ୍?

ତେର୍'ତା ଯୁଗେ ରାମ୍ ମାହାପୁରୁ
ମାରିଥିଲେ ବଲି ମତେ,
କଲିଯୁଗର୍ ମୁନୁଷ୍ ସେଟାକେ ହେତେଇ
ଉସତ୍ ହଉଛେ କେତେ?
ମାହାପୁରୁର୍ ହାତେ ମରବାର୍ ଲାଗି
ରଚିଥିନି ସିନା ମୁଇଁ,
ସିତା ମାଆଁ କେ ଚୁରେଇଥିନି ହେଲେ
କେଭେ ଥରେ ନାଇଁ ଛୁଇଁ।
ନାରିକେ ସନମାନ୍ କେନ୍ତା ଦେସନ୍
ମର୍ ଠାନୁ ଟିକେ ଶିଖ,
ଅଶୋକ୍ ବନେ ମାଆଁ କେ ଯତନେ
ରଖିଥିନି କିନାଇଁ ଦେଖ?
ତମର୍ ଏନ୍ତା ନାରି ନିର୍ଯ୍ୟାତନା
କରିଥିନି କେ ଭାବ୍,
ହେଲେ ଫି ବଛର୍ ମର୍ ଇଜ୍ଜତ୍ ନଉଛ
ପୁତଲା ପୁଡେଇ କାଏଁ ଲାଭ୍.....?

ପୁଡାବ ଯଧି ପୁଡେଇ ପକ ରେ
ତମର୍ ମନର୍ ରାବନ୍,
ବିଜୟା ଦଶମି ଆଏଲେ ଇଥର
ପୁଡେଇ ଦିଅ ଅସୁର୍ ପନ୍।
ନାରିକେ କଷନ୍ ନାରିକେ ଧର୍ସନ୍
ନାଇଁ କର ଆରୁ କେଭେ,
ଅସଲ୍ ରାବନ୍ ସଁସାର୍ ଭିତରୁ
ମରବା ସିନେ ଗା ତେଭେ।
କନ୍ୟା ଭୃଣ ହତ୍ୟା ନାଇଁ କରୁ ବଲି
କିରିଆ ପକ ରେ ଆଝି,
ଛାର୍ ଛିକର୍ ଯଉତୁକ୍ ଲାଗି 
ନାଇଁ ପୁଡେଁ ଆରୁ ମାହେଝି।
ଛୁଚା ପୁତଲା କେ ପୁଡେଇ କରି
ପଉଛ ରେ କାଏଁ ଲାଭ୍,
ବାୟୁ ପର୍'ଦୁସନ୍ କେ ବଢଉଛ ଖାଲି
ତର୍ ମନେ ଟିକେ ଭାବ୍,
ଇ ପୁତଲା ପୁଡେଇ କାଏଁ ଲାଭ୍ .....?
 ଛୁଚା ପୁତଲା ପୁଡେଇ କାଏଁ ଲାଭ୍ .....?

<><<<>>>==0==<<<>>><>
ସଂପାଦକ, ନିଷାନ, ତୁଷୁରା, ବଲାଙ୍ଗିର
ମୋ-୯୯୩୭୬୮୮୫୫୧


News Comment




Photo in News

Advertisment
Lastest News
  ଜିଲ୍ଲା  
*ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   20-Apr-2026
  ଜିଲ୍ଲା  
ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   20-Apr-2026
  ଜିଲ୍ଲା  
ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି   20-Apr-2026
  ଜିଲ୍ଲା  
ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ   19-Apr-2026
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   19-Apr-2026
  ଜିଲ୍ଲା  
ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   19-Apr-2026
  ଜିଲ୍ଲା  
ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   19-Apr-2026
  ଜିଲ୍ଲା  
ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   19-Apr-2026
  ଜିଲ୍ଲା  
ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   19-Apr-2026
  ଜିଲ୍ଲା  
ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   19-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   19-Apr-2026
  ଜିଲ୍ଲା  
ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   19-Apr-2026

You Might Also Like