-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
24-Oct-2020
*ଭାରତକୁ ପ୍ରଥମ ବିଶ୍ୱକପ ଜିତାଇଥିବା ପୂର୍ବତନ କ୍ୟାପଟେନ କପିଲ ଦେବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । କପିଲ ଦେବଙ୍କ ଆଞ୍ଜିଓପ୍ଲାଷ୍ଟି ସଫଳ ହୋଇଛି ଏବଂ ଏବେ ଏହି ଖେଳାଳି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ହସ୍ପିଟାଲରୁ କପିଲ ଦେବଙ୍କ ପ୍ରଥମ ଫଟୋ ଭାଇରାଲ ହେଉଛି*