-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ରାଉରକେଲା, କୁଖ୍ୟାତ ବାଇକ ଚୋର ଗିରଫ। ପ୍ଲାଣ୍ଟ ସାଇଟ ଥାନା ପୋଲିସ ଦ୍ବାରା ଗିରଫ। ଗିରଫ ସମୟରେ ୭ଟି ବାଇକ ଜବତ। ୯ଟି ବାଇକର ଖୋଲାଯାଇଥିବା ସରଞ୍ଜାମ ଜବତ। ଗିରଫ ଚୋର ବାଇକ ଚୋରି କରିବା ପରେ ବାଇକ ଓ ବାଇକର ସରଞ୍ଜାମ ବିକ୍ରୀ କରୁଥିଲା। ବାଇକ ଓ ସରଞ୍ଜାମ କିଣୁଥିବା ଅଭିଯୋଗରେ ଜଣେ ଯୁବକ ଗିରଫ।