-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
କୃଷି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ମଞ୍ଜୁରୀ ଦେଇଛନ୍ତି । ବିଲକୁ ଶାସକ ଦଳ ସ୍ୱାଗତ କରିଥିବା ବେଳେ ବିରୋଧୀ ଦଳ କଡା ବିରୋଧ କରିଛନ୍ତି । ବିଲକୁ ବିରୋଧ କରି କେତେକ କୃଷକ ସଂଘଠନ ଭାରତ ବନ୍ଦ ମଦ୍ୟ ପାଲିଥିଲେ ।