-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ କେଲୋବେର୍ଣ୍ଣି ଗ୍ରାମର ଅମିତ୍ ଧଳ(୨୨) ନାମକ ଜଣେ ଯୁବକ ଆଜି ନଦୀକୁ ଗାଧୋବାକୁ ଯାଇ ପାଣିରେ ବୁଡି ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଅମିତ୍ ଗ୍ରାମର ଅନ୍ୟ ୨ଜଣ ସାଙ୍ଗଙ୍କ ସହ ଆଜି ଦିନ ୧୧ ବେଳେ ନିକଟସ୍ଥ ଟିକିରା ନଦୀପଠାକୁ ଭୋଜି କରିବା ପାଇଁ ଯାଇଥିଲୋ ଦିନ ପ୍ରାୟ ସାଢେ ୧ଟା ବେଳେ ରୋଷେଇ ସାରି ଅମିତ ଅନ୍ୟ ଦୁଇ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଅମିତ୍ ନଦୀର ଗଭୀର ପାଣିରେ ବୁଡି ହଠାତ୍ ନିଖୋଜ ହୋଇଯାଇଥିଲେ!!*