-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
28-Sep-2020
ପୂର୍ତ୍ତବିଭାଗ ର ଅବହେଳା ଯୋଗୁଁ ଲୋଇସିଂହା - ଭରସୁଜା ରାସ୍ତାର କରକଚିଆ ଛକ ଏବଂ ତଲିଉଡାର - ରେଙ୍ଗାଲି ଭାୟା ଉପରାବାହାଲ ପର୍ଯ୍ୟନ୍ତ ରାସ୍ତା ର ଉନ୍ନତିକରଣ ରେ ଅହେତୁକ ବିଳମ୍ବ ହେଉଛି।
ସେଥିପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଦାବି କରି ବିଧାୟକ ଡ:ମହାଲିଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ତୁରନ୍ତ ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ଜନଅସନ୍ତୋଷ ଆନ୍ଦୋଳନ ର ରୂପ ନେବାର ସମ୍ଭାବନା ଅଛି ବୋଲି ବିଧାୟକ ଉଲ୍ଲେଖ କରିଛନ୍ତି।