-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ପ୍ରଶାସନର ଚଢାଉ, ଗୋଟିଏ କ୍ଲିନିକ ସମେତ ଦୁଇଟିମେଡିସିନ ଷ୍ଟୋର ସିଲ୍‌

26-May-2021



ଉଲୁଣ୍ଡ(ଗୌର ଚନ୍ଦ୍ର ପରିଛା): ରାଜ୍ୟରେ କରୋନାର ଦ୍ୱୀତୀୟ ଲହର ଆସିବା ପରେ ବହୁ ଜୀବନ ଚାଲିଗଲାଣି । ଏହାର ପ୍ରଭାବରେ ଗ୍ରାମାଂଚଳ ମାନଙ୍କରେ ଘରେ ଘରେ କାଶ, ଜ୍ୱର, ଥଣ୍ଡା ବଢିବାରେ ଲାଗିଛି । ହେଲେ କରୋନାକୁ ଭୟକରି ଲୋକେ ଚିକିତ୍ସା ପାଇଁ ଦାକ୍ତରଖାନା ଯାଉନାହାନ୍ତି । ଏହାର ସୁଯୋଗ ନେଇ ଗ୍ରାମାଂଚଳ ମାନଙ୍କରେ ବେଆଇନ ଭାବରେ କ୍ଲିନିକ ଖୋଲି ଲୋକଙ୍କୁ ଶୋଷଣ  କରାଯାଉଛି । ଏହାକୁ ଦୃଷ୍ଟିରେ ରଖି  ପ୍ରଶାଶନ ପକ୍ଷରୁ କଡା ପଦେକ୍ଷପ ନିଆଯାଇଛି । ଆଜି ଉଲୁଣ୍ଡା ବ୍ଲକର ଦୁଇଟି ସ୍ଥାନରେ  ପ୍ରଶାସନ ପକ୍ଷରୁ ଚଢାଉ କରି ବେଆଇନ ଭାବରେ କ୍ଲିିନିକ ଖୋଲି ଚିକିତ୍ସା  କରୁଥିବା ଅଭିଯୋଗରେ ଗୋଟିଏ କ୍ଲିନିକ ସମେତ ଦୁଇଟି ମେଡିସିନ ଷ୍ଟୋର ସିଲ୍ କରି ଦିଆଯାଇଛି । ଏଥି ସହିତ ଉଭୟ ଓøଷଧ ଦୋକାନରୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯଇାଛି । ସୂଚନା ଅନୁସାରେ ବ୍ଲକର ନିମନାର ଜଣେ ‘ାର୍ମାଶିଷ୍ଟ  ନିଜ ଘରେ ବିନା ଲାଇସନ୍ସରେ ବେଆଇନ ଭାବରେ କ୍ଲିନିକ ଖୋଲି ମେଡିସିନ ରଖିବା ସହ ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ । ଆଜି ଜିଲ୍ଲାପାଲଙ୍କ ନିର୍ଦେଶକ୍ରମେ ବୀରମହାରାଜପୁର ଉପଜିଲ୍ଲାପାଲ ଅଶୋକ ଭୋଇ ଏବଂ ଉଲୁଣ୍ଡା ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକ ଏବଂ ପୁଲିସ ଟିମ ‘ାର୍ମାଶିଷ୍ଟଙ୍କ ଘରେ ଚଢାଉ କରିଥିଲେ । ସେଠାରେ ଆବଶ୍ୟକ କାଗଜାତ ଯାଂଚ କଲାପରେ ଉଲୁଣ୍ଡାରେ ସୁବର୍ଣ୍ଣସେବା ନାମରେ ଏକ େଓøଷଧ ଦୋକାନର ଲାଇସନ୍ସ ଥିବା ବେଳେ ନିମନାରେ ଥିବା କ୍ଲିନିକର କୌଣସି କାଗଜାତ୍  ନଥିଲା ।  ଚତୁରତାର ସହ ଗୋଟିଏ ଲାଇସନ୍ସରେ ଦୁଇଟି ସ୍ଥାନରେ ମେଡିସିନ ବିକ୍ରି କରିବା ସହ ଚିକିତ୍ସା କରୁଥିବା ଜଣାପଡିଥିଲା । ଏଣୁ  ଉପଜିଲ୍ଲାପାଲ ଉଲୁଣ୍ଡାରେ ଥିବା ସୁବର୍ଣ୍ଣସେବା ଓøଷଧ ଦୋକାନକୁ ଅନିର୍ଦିଷ୍ଟକାଳ ପାଇଁ ସିଲ୍ କରିଦେଇଥିଲେ । ସେହିପରି ଜାଲୋଏ ଠାରେ ଥିବା ନାରାୟଣୀ ଓøଷଧ ଦୋକାନରେ  କ୍ଲିନିକ ଖୋଲି ଜଣେ ‘ାର୍ମାଶିଷ୍ଟ ବେଆଇନ ଭାବରେ ଚିକିତ୍ସା କରୁଥିବା ବେଳେ  ପ୍ରଶାସନ ପକ୍ଷରୁ ମଧ୍ୟ  ଚଢାଉ କରାଯାଇଥିଲା । ସେଠାରେ କାଗଜାତ ଯାଂଚ କଲାପରେ ଓøଷଧ ଦୋକାନର ଲାଇସନ୍ସର ଅବଧି ଶେଷ ହୋଇଥିବା ଜଣାପଡିବା ପରେ କ୍ଲିନିକ ସମେତ େଓøଷଧ ଦୋକାନକୁ ସିଲ କରିଦେଇଥିଲେ । ଏଠାରେ ପ୍ରକାଶ ଯେ ଗାଁ ଗାଜ୍ଝଁରେ ଥଣ୍ଡା, ଜ୍ୱର ଲାଗି ରହିଛି । ଡାକ୍ତରଖାନ ଗଲେ କାଲେ କରୋନା ଟେଷ୍ଟ୍ କଲେ ପଜିଟିଭ ବାହାରିବ  ଏହି ଭୟରେ ଲୋକେ ଯାଉନାହାନ୍ତି । ଏହାର ସୁଯୋଗ ନେଇ ଗ୍ରାମଂଚଲ କ୍ୱାକ୍ ଚିକିତ୍ସା କରୁଛନ୍ତି । ଜନସାଧାରଣଙ୍କ ୁଡାକ୍ତରଖାନା ଯିବା ପାଇଁ ସଚେତନ କରାଯାଉ ନଥିବାରୁ ଉପରୋକ୍ତ ଘଟଣା ଘଟୁଛି ବୋଲି ଆଲୋଚନା ହେଉଛି ।   


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like