-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-May-2021
ଉଲୁଣ୍ଡା (ଗୌର ଚନ୍ଦ୍ର ପରିଛା)-ଉଲୁଣ୍ଡା ବ୍ଲକ ସନସନପୁର ଗ୍ରାମରେ ଥିବା ଏକ କୂଅରୁ ବଳଦକୁ ଦମକଲ ବାହିନୀ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ ଆଜି ସକାଲ ପ୍ରାୟ ୬ଟା ସମୟରେ ଗୋପୀନାଥ ବଗର୍ତୀଙ୍କ ବଳଦ ଚାରଣ କରୁଥିବା ବେଳେ କୂଅରେ ପଡିଯାଇଥିଲା । ଖବର ପାଇ ଦମକଲ ବାହିନୀର କର୍ମଚାରୀ ଏସ.କେ ବିଶ୍ୱାଲ, ଭିଜନ ଟପ୍ନୋ, ଗଙ୍ଗା ମିଂଜ, ଉଗ୍ରେସନ ବସ୍ତିଆଙ୍କ ସମେତ ଅନ୍ୟାନ୍ୟ ଷ୍ଟାପ ପହଂଚି ବଳଦକୁ ସୁରକ୍ଷୀତ ଭାବରେ ଉଦ୍ଧାର କରିଥିଲେ ।