-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
ସମ୍ବଲପୁର, (ସଂଜୀବ କୁମାର ପାଣିଗ୍ରାହୀଙ୍କରିପୋର୍ଟ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୩୯ ଅନ୍ତର୍ଗତ ଠେମରା ଗ୍ରାମରେ ଯୁବକ ସଂଘ ତରଫରୁ ସ୍ୱଇଚ୍ଛା ଭାବେ ଗୁଡ଼ିଆଳି ବନ୍ଧ ସଫେଇ କାର୍ଯ୍ୟ କରାଯାଇଥିଲା I ଏହି ଗୁଡ଼ିଆଳି ବନ୍ଧ ବହୁ ଦିନ ଅନୁପଯୋଗୀ ହୋଇ ପଡିଥିଲା I ଗ୍ରାମ ର ଯୁବକ ମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଭାବେ ଶ୍ରମଦାନ କରି ଏହି ବନ୍ଧ ସଫେଇ କାର୍ଯ୍ୟ ହୋଇଛି I ଯୁବକ ସଂଘ ର ମୁଖ୍ୟ ଶୁଭେନ୍ଦୁ କୁମାର ନାଥ, ବିଶ୍ୱଜିତ ନାଥ ପ୍ରମୁଖ ଯୁବକ ଆଗାମୀ ଦିନ ରେ ଗାଁ ର ଉନ୍ନତି ନିମନ୍ତେ ଆହୁରି ସ୍ୱଇଚ୍ଛା ଅଭିଯାନ ରେ ଛୋଟ ବଡ କାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି I