-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ଭୁବନେଶ୍ବର (ପ୍ରେରଣା ଖବର) : ପ୍ରଧାନମନ୍ତ୍ରୀଙ୍କ ପାଖକୁ ଖୋର୍ଦ୍ଧା ଗାମୁଛା ପଠାଇବେ ବିଧାୟକ ସୁର ରାଉତରାୟ l କରୋନାାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନାତକ କରୁଛନ୍ତି l
୫ଟି ରାଜ୍ୟର ନିର୍ବାଚନୀ ପ୍ରଚାର ଓ କୁମ୍ଭମେଳା କରି ଭୟାନକ ସ୍ଥିତି କଲେ ପ୍ରଧାନମନ୍ତ୍ରୀ ଏବଂ ଏବେ ଦୋଷ ଛଡ଼ାଇବା ପାଇଁ ଆଖିରୁ ଲୁହ ଗଡାଉଛନ୍ତି ଯାହା ହେଉଛି ସଂପୂର୍ଣ୍ଣ ନାଟକ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଟାକ୍ଷ କରି କହିଛନ୍ତି l
ମୁଁ ତାଙ୍କୁ ଖୋର୍ଦ୍ଧାର ନରମ ଗାମୁଛା ଦେବି ଏବଂ
ଏହି ଗାମୁଛା ନରମ ଓ ଅଧିକ ଲହୁ ଟାଣିବ ବୋଲି
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବ୍ୟଙ୍ଗ କରି ଏହି ଟିପ୍ପଣୀ ଦେଇଛନ୍ତି l