-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
କଟକ(ପ୍ରେରଣା ଖବର): ଦୈନିକ କୋଭିଡ ସଂକ୍ରମଣରେ ଚିନ୍ତା ବଢ଼ିଲା,କଟକ ଜିଲ୍ଲା। ଆଜି ରାଜ୍ୟରେ ସଂକ୍ରମଣରେ କଟକ ଜିଲ୍ଲା ଏକ ନମ୍ୱର ରହିଛି। ଆଜି କଟକ ଜିଲ୍ଲାରେ 973 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଜିଲ୍ଲା ର ନରସିଂହପୁର ବ୍ଲକ ସର୍ବାଧିକ 42 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସମ୍ପୃକ୍ତ ଅଞ୍ଚଳ ସମେତ ଅନ୍ୟ ଅଞ୍ଚଳରେ ମଧ୍ୟ ନଜର ରଖାଯାଇଛି।ଅଞ୍ଚଳ ର ଅନୁଧ୍ୟାନ ପାଇଁ 4ଟିମ ତିଆରି କରାଯାଇଛି।ଗ୍ରାମାଚଳରେ ଘରକୁ ଘର ସର୍ଭେ ପାଇଁ ଆଶା କର୍ମୀ ମାନକୁ ନିୟୋଜିତ କରାଯାଇଛି।ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଖୁବ ଶୀଘ୍ର ଆଉ 2/3 ଟି କୋଭିଡ ହସ୍ପିଟାଲ କରାଯିବ ଖୋର୍ଦ୍ଧା ପରି ଆଗାମୀ 5/6 ମଧ୍ୟରେ କଟକ ରେ ସଂକ୍ରମଣ ହାର କମିବ ବୋଲି ଏଡିଏମଓ ଡାକ୍ତର ଉମେଶ ଚନ୍ଦ୍ର ରାୟଙ୍କ ସୂଚନା।