-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ଭୁବନେଶ୍ବର (ଶୁଭାଶିଷ ନାୟକ): ନୂଆ ଜୀବନ ପାଇଲା ନବଜାତ ଶିଶୁ। କୋରୋନାରୁ ସୁସ୍ଥ ହେଲା ୨୫ ଦିନର ନବଜାତ ଶିଶୁ। କୋଭିଡ ପଜିଟିଭ ଚିହ୍ନଟ ହେବା ପରେ କଳାହାଣ୍ଡିରୁ ଶିଶୁକୁ ଅଣାଯାଇଥିଲା l ଭୁବନେଶ୍ୱର.ଭେଣ୍ଟିଲେଟରରେ ୧୦ ଦିନ ଧରି ସଂଗ୍ରାମ କରିବା ପରେ କୋରୋନାକୁ ହରାଇଲା ଶିଶୁ। ରାୟପୁରରେ ଜନ୍ମ ହେବାର ୧୫ ଦିନ ପରେ ଘରେ ବାପା-ମାଆ, ଜେଜେ ବାପା ସମସ୍ତେ କୋଭିଡ଼ ରେ ଆକ୍ରାନ୍ତ ହୋଇଥିଲେ.