-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
କୋରୋନାକୁ ମାତ୍ ଦେଲା ଆମେରିକା: ଦ୍ବିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା। ଆମେରିକାରେ ଆଉ ଲୋକେ ପିନ୍ଧିବେନି ମାସ୍କ। ଜରୁରୀ ନୁହେଁ ସାମାଜିକ ଦୂରତା ରକ୍ଷା କରିବା। ଆମେରିକାର ଲୋକଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ:-‘ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ’ର ଘୋଷଣା ପରେ ବିନା ମାସ୍କରେ ମିଡିଆ ଆଗକୁ ଆସିଲେ ରାଷ୍ଟ୍ରପତି ଜୋ ବିଡେନ୍।
ଏହାକୁ ଆମେରିକାର ଐତିହାସିକ ସଫଳତା କହିଲେ ରାଷ୍ଟ୍ରପତି। ଆମେରିକାରେ ଶତ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇଛି: ବିଡେନ୍.