-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) ;- ବଲାଙ୍ଗୀର ଲର୍କୀପାଲି କୋଭିଡ କେୟାର ସେଣ୍ଟରରେ ସଙ୍ଗରୋଧରେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି l ହସ୍ପିଟାଲ ବାଡ଼ ଡେଇଁ ଅଭିଯୁକ୍ତ ଜଣକ ଫେରାର୍ ମାରିଥିବା ଜଣାପଡିଛି । ବଡ଼ ଭାଇକୁ ହତ୍ୟା ଅଭିଯୋଗରେ ଗତ ୧୦ତାରିଖରେ ସଦର ଥାନା ପୋଲିସ ଗିରଫ କରିଥିଲା । ଫେରାର ଅଭିଯୁକ୍ତ ନିରୋଜ କରଚୁଲ ବୋଲି ଜଣାପଡିଛି । ସଦର ଥାନା ପୋଲିସ ଏହି ଘଟଣା ର ତଦନ୍ତ ତଦନ୍ତ ଜାରି ରଖିଛି l