-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ବ୍ଲାକ ଫଙ୍ଗସ ଇନଫେକସନ ନେଇ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ବିଶେଷଜ୍ଞ କମିଟି l ଭୁବନେଶ୍ୱର ଯେଉଁଠି ସବୁ ରୋଗୀଙ୍କ ପାଖରେ ଏହି ରୋଗର ଲକ୍ଷଣ ଦେଖା ଦେଇଛି ତାହାର ତଥ୍ୟ ଓ କାଗଜ ପତ୍ର ସଂଗ୍ରହ କରାଯିବ l ଏହି ରୋଗ କିଛି ନୂଆ ନୁହେଁ l ସରକାର ଏହାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l ଏହାକୁ ଗୁରୁତ୍ୱର ସହ ନେଇଛନ୍ତି l ବିଶେଷ କରି ଏହା ମଧୁମେହ ଥିବା ବ୍ୟକ୍ତି , କରୋନା ଯୋଗୁଁ ଅଧିକ ଦିନ icu ରେ ରହିଥିବା ବ୍ୟକ୍ତି ଓ ଫୁସଫୁସ କୁ ଆକ୍ରାନ୍ତ ହୋଇ ଷ୍ଟେରଏଡ଼ ନେଇଥିବା ରୋଗୀ ଙ୍କୁ ଅଧିକ ବ୍ୟାପୁଛି । ସାଧାରଣ ଲୋକଙ୍କୁ ହେଉନାହିଁ l
ଭୁବନେଶ୍ୱର ଯେଉଁଠି ସବୁ ବ୍ଲାକ ଫଙ୍ଗସ ଲକ୍ଷଣ ରୋଗୀଙ୍କ ଠାରେ ଦେଖା ଦେଇଛି ସେମାନେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ବୋଲି ଏବେ କହିହେବନି l