-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ମୟୂରଭଞ୍ଜ:(ପ୍ରେରଣା ଖବର): ଶିମିଳିପାଳ ଅଭୟାରଣ୍ୟ ରେ ହାତୀ ଛୁଆ ର ମୃତ୍ୟୁ।ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅନ୍ତର୍ଗତ ପୋଡାଡିହା ରେଞ୍ଜ ର ଵନାଚଳ ମଧ୍ୟରେ ଏକ ହାତୀ ଛୁଆ ର ମୃତ ଦେହ ଉଦ୍ଧାର କରିଛନ୍ତି ବନବିଭାଗ ର କର୍ମଚାରୀ ମାନେ। ମୃତ ହାତୀ ଛୁଆ ର ବୟସ ପ୍ରାୟ ୬-୭ ମାସ ହେଵ ବୋଲି ଅନୁମାନ କରାଯାଉଛି। ବନବିଭାଗ ର କର୍ମଚାରୀ ଓ ପଶୁପାଳନ ବିଭାଗର ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦେଶକ କହିଛନ୍ତି।