-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ସାଲେପୁର: ମହିମା ଧର୍ମ ର ଧର୍ମଗୁରୁ ଲକ୍ଷାଧିକ ମହିମା ଅଲେଖ ଧର୍ମାବଲମ୍ବୀ ମାନଙ୍କ ଆସ୍ଥା ବିଶ୍ୱାସ ର ପ୍ରତୀକ 109 ବର୍ଷ ରୄ ଶତାୟୁ ବାବା ବ୍ରହ୍ମ ଅବଧୂତ ପ୍ରାଣ କୃଷ୍ଣ ଦାସ ଙ୍କ ରାମକୃଷ୍ଣ ପୁର ପାଟପୁରା ଠାରେ ଥିବା ଅଲେଖ ମଠ ଠାରେ ଆଜି ସକାଳ 5ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଶା ତଥା ଓଡିଶା ବାହାରେ ବୁଲି ବୁଲି ମହିମା ଧର୍ମର ପ୍ରଚାର କରୁ ଥିଲେ ଆଜି ଖବର ପାଇ ବିଭନ୍ନ ଆଡୁ ଶିଷ୍ୟ ମାନେ ଶେଷ ଦର୍ଶନ କରିବାକୁ ଆସୁଛନ୍ତି ଗତ ବର୍ଷ କୋବିଡ଼ ମୁକାବିଲା ପାଇଁ ମୁଖ୍ୟ ମନ୍ତ୍ରୀ ରିଲିଫ୍ ଫଣ୍ଡ କୂ ଦଶ ହଜାର ଟଙ୍କା ବାବା ଦାନ କରିଥିଲେ ଆଜି ତାଙ୍କ ମୃତୁ ଖବର ରେ ସମଗ୍ର ଅଞ୍ଚଳ ଶୋକ ର ଛାୟା ଖେଳିଯାଇଛି ସାଲେପୁର ପିକୋଳୋ ଠାର ସମାଧି ଦିଆଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛ। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)