-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
ବିଜୁ ଯୁବ ଜନତା ଦଳର ସଭାପତି ହେଲେ ବ୍ୟୋମକେଶ ରାୟ । ଭଦ୍ରକ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ । ଦେବୀରଂଜନ ତ୍ରିପାଠୀ ହେଲେ ବିଜୁ ଛାତ୍ର ଜନତା ଦଳର ସଭାପତି । କଟକ ବାଙ୍କୀର ବିଧାୟକ ଦେବୀରଂଜନ ତ୍ରିପାଠୀ । ଉଭୟଙ୍କୁ ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ!!