ଗଞ୍ଜେଇ ଚୋରା ଚାଲାଣକାରୀ ଧରାପଡିଲେ
27-Sep-2020
ଗଞ୍ଜେଇ ଚୋରା ଚାଲାଣକାରୀ ଧରାପଡିଲେ
ବଲାଙ୍ଗୀର ଜିଲ୍ଲା , ବେଳପଡା ବ୍ଲକ ଅନ୍ତର୍ଗତ ଧଅଁରାଖମନ ଗ୍ରାମର ଧନୁ ପୁଟେଲ, ଓ ଅକ୍ଷ ପୁଟେଲ ଛତିଶଗଡ଼ ପୋଲିସ ହେପାଜତରେ ବନ୍ଦୀ ହୋଇ ଛନ୍ତି, ଦୀର୍ଘଦିନ ଧରି ଏମାନେ ଓଡ଼ିଶାରୁ ଛତିଶଗଡ଼ ପ୍ରଦେଶର ରାଇପୁର ସହରକୁ ଗଞ୍ଜେଇ ଚାଲାଣ କରୁ ଥିଲେ, ବହୁତ ଦିନ ପରେ ଆଜି ଛତିଶଗଡ଼ ପୋଲିସ ଏମାନକୁ କାବୁ କରି କୋର୍ଟ ଚାଲାଣ କରିଅଛି