-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ଗଜପତି : ଗିରଫ ହେଲେ କୋଟିପତି ଅଧ୍ୟାପକ, ବ୍ରହ୍ମପୁର ଭିଜିଲାନ୍ସ ଦ୍ବାରା ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ, ଗିରଫ ଅଧ୍ୟାପକ ହେଉଛନ୍ତି ମୀନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି ନାଗେଶ୍ଵର ରାଓ, ସୁଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଅନିଲ୍ କୁମାର ପାତ୍ର ।