-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

20-Oct-2020



୧.ଆଇନ ଛାତ୍ରୀ ରାମାଗିରି ୪,୦୪୨ ଚାଉଳରେ ଲେଖିଲେ ଭଗବତ ଗୀତା, ଶେଷ କରିବାକୁ ଲାଗିଲା ୧୫୦ ଘଣ୍ଟା*

 

 ୨.୧୯୫୩ ପରେ ପ୍ରଥମଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଘୋଷଣା କରାଯାଇଛି। ସେ ଜଣେ ମହିଳା। ତାଙ୍କ ନାମ ଲିସା ମଣ୍ଟଗୋମରୀ।

 

 ୩.ନବରାତ୍ରୀର ପ୍ରଥମ ଦିନରେ ୯ କନ୍ୟା ଜନ୍ମ ନେଲେ – ସୋସିଆଲ ମିଡ଼ିଆରେ “ନବଦୁର୍ଗା” ଜନ୍ମ ନେଲେ ବୋଲି କହୁଛନ୍ତି ଲୋକେ*

 

 ୪.ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ!

 

 ୫.୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ!

 

 ୬.ଡକାୟତି ଯୋଜନା କଲାବେଳେ ଚାଉଳିଆଗଂଜ ପୋଲିସ ହାତରେ ଧରାପଡ଼ିଲେ ୪ ଅପରାଧୀ, ମୋବାଇଲ ଓ ମାରଣାସ୍ତ୍ର ଜବତ*

 

 ୭.ମା କଟକଚଣ୍ଡୀ ଙ୍କ ତ୍ରିପୁରାଭୈରବୀ ବେଶ ଓ ମା ବିରଜା ଙ୍କ ଦର୍ଶନ*

 

 ୮.କୋରୋନା ଦୃଷ୍ଟିରୁ ବଢ଼ିଲା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା, ବିଧାୟକ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୮ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି,

 

 ୯.ମୟୂରଭଞ୍ଜର ରରୁଆ ନିକଟରେ ଟ୍ରକ୍ ତଳେ ଚାପି ହୋଇ ୩ ମୃତ!

 

 ୧୦.ସଂକ୍ରମଣ ରୋକିବାକୁ ଶପଥ ନେବା ଲାଗି ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ!

 

୧୧.ଲକଡାଉନ ଯାଇଛି, କରୋନା ଯାଇନି । ଦେଶବାସୀଙ୍କୁ ସତର୍କ ରହିବାକୁ ମୋଦିଙ୍କ ପରାମର୍ଶ।

 

 ୧୨.ଗ୍ୟାସ୍ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ପରିବାରର ୨ ଜଣ ଆହତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ସରୁଆସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

 

 ୧୩.ଝାଡଖଣ୍ଡର ସିମଡେଗାରେ ସାପ କାମୁଡିବା ପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ୩ ଭଉଣୀ ପ୍ରାଣ ହରାଇଛନ୍ତି*

 

 ୧୪.ଆମେରିକାରେ କରୋନା ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦ୍ଭବ ୧୪ବର୍ଷ ବୟସ୍କା ଅନିକା ଚେବ୍ରୋଲୁଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନିକା ଗବେଷଣା ପାଇଁ ୧୮ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି।

 

 ୧୫.ବିପଦପୂର୍ଣ୍ଣ ହୋଇପାରେ ଆଧାର କାର୍ଡକୁ ବାରମ୍ବାର ଅପଡେଟ୍‌ କରିବା, ଗୋଟିଏ ଭୁଲ ସବୁଦିନ ପାଇଁ ବଦଳାଇ ଦେଇପାରେ ଆପଣଙ୍କ ପରିଚୟ*

 

 ୧୬.ବନ୍ଧୁ ସହ ସ୍ତ୍ରୀକୁ ଆପତ୍ତିଜନକ ଅବସ୍ଥାରେ ଦେଖି ରାଗିଯାଇଥିଲା ସ୍ବାମୀ : ବାଡ଼ିରେ ପିଟି ପିଟି କରିଦେଲା ହତ୍ୟା*ମଧ୍ୟପ୍ରଦେଶର ଖରଗୌନରେ ଡବଲ୍ ମର୍ଡ଼ରର ପର୍ଦ୍ଦାଫାସ କରିଛି ପୋଲିସ୍,

 

 ୧୭.୭ମ ବେତନ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦିପାବଳୀ ଭେଟି, ମିଳିପାରେ ୧୭ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା*

 

 ୧୮.ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA*

 

୧୯.ନଭେମ୍ବରରେ ମାଳାବାର ନୌ-ସମରାଭ୍ୟାସ: ଆରବ ସାଗର ଓ ବଙ୍ଗୋପ ସାଗରରେ ସମରାଭ୍ୟାସ ପାଇଁ ଅଷ୍ଟ୍ରେଲିଆକୁ ଭାରତର ନିମନ୍ତ୍ରଣ*

 

 ୨୦.ନିଜ ଦଳର ନେତାଙ୍କ ଅଶୋଭନୀୟ ମନ୍ତବ୍ୟକୁ ନାପସନ୍ଦ କଲେ ରାହୁଲ୍*

 

 ୨୧.ଦାଦାବଟି ରୋକିବାକୁ ହେଲ୍ପଲାଇନ୍ ନମ୍ବର ଜାରି କଲେ ପୋଲିସ ଡିଜି; ହେଲ୍ପ ଲାଇନ୍ ନମ୍ବର-୯୯୩୮୯୧୦୦୦୦, ଭୁବନେଶ୍ୱର ଓ କଟକରେ କାମ କରିବ ହେଲ୍ପଲାଇନ୍ ନମ୍ବର*

 

 ୨୨.କାଲି ପ୍ରବଳ ବର୍ଷା: ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର, ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା, ଅକ୍ଟୋବର ୨୩ ଯାଏ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମନା*

 

 ୨୩.ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିକାରୀଙ୍କ ତଦନ୍ତ*

 

୨୪.ରାଇରଙ୍ଗପୁର: କଲରାପତରିଆ ବାଘ ଛାଲ ଜବତ, ୫ ଅଟକ; ବିଷୋୟୀ ରେଂଜ କଟାସ ଗାଁ ନିକଟ NH-୪୯ରୁ ଧରିଲା ବନ ବିଭାଗ*

 

୨୫.ପରୀକ୍ଷା ଦେଇପାରି ନଥିବା ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ହେବ OJEE ! ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ଜିଲ୍ଲାପାଳ*

 

 ୨୬.ସ୍ବାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ: ଜାତିଆଣ ମନୋଭାବ ଯୋଗୁଁ ଅଲୋଡ଼ା ହୋଇ ପଡିଲା ରହିଲା ମୃତଦେହ, ଶବସତ୍କାର କଲେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ୍‌ର କର୍ମକର୍ତ୍ତା*

 

 ୨୭.ନଅ ମାସର ଗର୍ଭବତୀ ମହିଳା ୫ ମିନିଟ ୨୫ ସେକେଣ୍ଡରେ ଦୌଡ଼ିଲେ ୧.୬ କିଲୋମିଟର, କହିଲେ- ‘ଚାଲେଞ୍ଜ ଜିତିଲି’*

 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like