-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ଅନୁଗୁଳ :ମହିଧରପୁର ଛକ ନିକଟରେ ଘଟିଛି ଘଟଣା । ତଣ୍ଟି କାଟିବା ସହ ହାଣିବା ଫଳରେ ଛକ ଉପରେ ଗୁରୁତର ପଡି ରହିଛି ଭିଣୋଇ । ଆହତ ଭିଣୋଇ ଆଠମଲ୍ଲିକର ଗୁଣ୍ଡୁରୀ ଗାଁ ର ଦିନ ଭୋଇ । ଆକ୍ରମଣ ପରେ ଶଳା ଫେରାର। ପାରିବାରିକ କଲହରୁ ଆକ୍ରମଣ ସୂଚନା ।