-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
25-Apr-2021
ଭୁବନେଶର (ପ୍ରେରଣା ଖବର ବ୍ୟୁରୋ) ନିର୍ଦ୍ଦେଶକ ଅଶୋକ ପତିଙ୍କ ଓଡ଼ିଆ ଫିଲ୍ମ "ମୋନାଲିସା" ଆଜି ଟିଭି ରେ ପ୍ରସାରଣ ହେବ ନାହିଁ। ସୁତ୍ରାନୁସାରେ, "ହେଲେନ୍" ର ନିର୍ମାତାଙ୍କଠାରୁ କପି ରାଇଟସ୍ ନ ଆଣି ଫିଲ୍ମ ନିର୍ଦ୍ଦେଶକ ବେଆଇନ ଭାବେ ଫିଲ୍ମ ନିର୍ମାଣ କରିଛନ୍ତି ସେଥିପାଇଁ ଫିଲ୍ମଟିର ପ୍ରସାରଣ ସ୍ଥଗିତ ରଖାଯାଇଛି।