-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
ବିଧାନସଭା ପରିସରରେ ଚାଲିଥିବା କରୋନା ନମୂନା ପରୀକ୍ଷାର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପ୍ରାୟ ୪୦୦ ଜଣଙ୍କ ନମୂନା ସଂଗ୍ରହର ଟାର୍ଗେଟ୍ ଥିଲେ ମଧ୍ୟ ୭୫୭ ଜଣଙ୍କ ନମୂନା ସଂଗ୍ରହ ହୋଇଛି । ବିଧାନସଭା ପରିସରରେ ୬ଟି କାଉଁଟରରେ ନମୂନା ପରୀକ୍ଷା ବ୍ୟବସ୍ଥା ହୋଇଛି । ପ୍ରାୟ ୪୦ ଜଣ ପ୍ରତିକ୍ଷା କରିବା ଭଳି ଦୁଇଟି ପ୍ରତିକ୍ଷାଳୟ ମଧ୍ୟ ହୋଇଛି । ଯେଉଁଠି ଅପେକ୍ଷା କରି ଜଣେ ନମୂନା ଦେଇପାରିବ । ପ୍ରଥମ ଦିନରେ ୭୩୭ ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ନମୂନା ସଂଗ୍ରହ ହୋଇଛି!