-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   (11-May-2026)       ||      ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ    (11-May-2026)       ||      ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   (11-May-2026)       ||      ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   (11-May-2026)       ||      ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   (11-May-2026)       ||      *ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   (11-May-2026)       ||      *ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (11-May-2026)       ||      ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   (11-May-2026)       ||      ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ    (11-May-2026)       ||      ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||      ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   (11-May-2026)       ||      ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||      ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   (11-May-2026)       ||      କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||     

HOME   ରାଜ୍ୟ

ଭାଙ୍ଗିଲା ୩୨ ବର୍ଷର୍ର ପରମ୍ପରା । କରୋନା ମହାମାରୀ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ

18-Apr-2021



ଭୁବନେଶ୍ୱର (ପ୍ରେରଣା ଖବର ବ୍ୟୁରୋ) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ । ୩୨ ବର୍ଷ ଧରି ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ତରଫରୁ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ ବନ୍ଦ କରାଯାଇଛି । ଏହି ମହୋତ୍ସବକୁ ପ୍ରାୟ ୭ ଟି ରାଜ୍ୟରୁ ୫୦୦ କଳାକାର ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମ ୬ ଦିନ ଧରି ଚାଲୁଥିଲା । ହେଲେ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଭଳି ଭାବେ ବୃଦ୍ଧି ପାଇଛି ତାହାକୁ ନଜରରେ ରଖି ଏହି ମହୋତ୍ସବକୁ ବନ୍ଦ କରାଗଲା ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି କି ଲୋକଙ୍କ ସ୍ୱାର୍ଥ ଓ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ । ୩୨ ବର୍ଷ ଧରି ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ତରଫରୁ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ ବନ୍ଦ କରାଯାଇଛି । ଏହି ମହୋତ୍ସବକୁ ପ୍ରାୟ ୭ ଟି ରାଜ୍ୟରୁ ୫୦୦ କଳାକାର ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମ ୬ ଦିନ ଧରି ଚାଲୁଥିଲା । ହେଲେ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଭଳି ଭାବେ ବୃଦ୍ଧି ପାଇଛି ତାହାକୁ ନଜରରେ ରଖି ଏହି ମହୋତ୍ସବକୁ ବନ୍ଦ କରାଗଲା ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି କି ଲୋକଙ୍କ ସ୍ୱାର୍ଥ ଓ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।*ଅନ୍ୟପଟେ ୨୦ ତାରିଖ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ହେଲେ ଏହି ରଥଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କୁ ରଥ ଟାଣିବା ବା ରଥଯାତ୍ରାରେ ସାମିଲ ହେବାକୁ ଦିଆଯିବ ନାହିଁ । ଏ ନେଇ ଗତକାଲି ଲିଙ୍ଗରାଜ ମନ୍ଦିର କମିଟି, ସେବାୟତ ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିିୟଦର୍ଶୀ ଏକ ପ୍ରସ୍ତୁତି ବୈଠକ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ବିନା ଶ୍ରଦ୍ଧାଳୁ ଓ ସୀମିତ ସେବାୟତଙ୍କୁ ନେଇ ରୁକୁଣା ରଥଯାତ୍ରା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ରଥଯାତ୍ରା ସମୟରେ ଲିଙ୍ଗରାଜ ମନ୍ଦିର ଠାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ ।


News Comment




Photo in News

Advertisment
Lastest News
  ରାଜ୍ୟ  
ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   11-May-2026
  ଜିଲ୍ଲା  
ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ   11-May-2026
  ଜିଲ୍ଲା  
ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   11-May-2026
  ଜିଲ୍ଲା  
ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   11-May-2026
  ଜିଲ୍ଲା  
ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   11-May-2026
  ଜିଲ୍ଲା  
*ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   11-May-2026
  ଜିଲ୍ଲା  
*ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   11-May-2026
  ଜିଲ୍ଲା  
ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   11-May-2026
  ଜିଲ୍ଲା  
ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ   11-May-2026
  ଜିଲ୍ଲା  
ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   11-May-2026
  ରାଜ୍ୟ  
ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   11-May-2026
  ଜିଲ୍ଲା  
ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ   11-May-2026

You Might Also Like