-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||     

HOME   ଜୀବନଶୈଳୀ

ନିଜର ୨୫ତମ ଜନ୍ମଦିବସରେ ଅଙ୍ଗଦାନ କରିଛନ୍ତି ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ

06-Apr-2021



ନବରଙ୍ଗପୁର (ପ୍ରେରଣା ଖବର ବ୍ୟୁରୋ) : ମାନବସେବା ହିଁ ମାଧବ ସେବା। ଯଦି ଜୀବନ ମାନବସେବାରେ ନିହିତ ହେଲା ତେବେ ସେ ଜୀବନ ସାର୍ଥକତା ଲାଭ କରିବ ନଚେତ୍ ସବୁ କିଛି ବ୍ଯର୍ଥ। ତଥାକଥିତ ଅନ୍ଧବିଶ୍ୱାସକୁ ଛାଡି ମାନବୀୟ ମୁଲ୍ୟବୋଧରେ ବଞ୍ଚିବା ହେଉଛି ଏ ସମାଜ ପାଇଁ ଏକ ଆହ୍ବାନ। ତେଣୁ ଆମେ ବଦ୍ଧପରିକର ହେଇ, ହାତରେ ହାତ ମିଶାଇ ସୁଷମ ସମାଜ ଗଠନ କରିବା ଆମ କର୍ତ୍ତବ୍ୟ । ଏହି ଭଳି ବିଚାର ରଖି ନିଜରମାନବସେବା ହିଁ ମାଧବ ସେବା। ଯଦି ଜୀବନ ମାନବସେବାରେ ନିହିତ ହେଲା ତେବେ ସେ ଜୀବନ ସାର୍ଥକତା ଲାଭ କରିବ ନଚେତ୍ ସବୁ କିଛି ବ୍ଯର୍ଥ। ତଥାକଥିତ ଅନ୍ଧବିଶ୍ୱାସକୁ ଛାଡି ମାନବୀୟ ମୁଲ୍ୟବୋଧରେ ବଞ୍ଚିବା ହେଉଛି ଏ ସମାଜ ପାଇଁ ଏକ ଆହ୍ବାନ। ତେଣୁ ଆମେ ବଦ୍ଧପରିକର ହେଇ, ହାତରେ ହାତ ମିଶାଇ ସୁଷମ ସମାଜ ଗଠନ କରିବା ଆମ କର୍ତ୍ତବ୍ୟ । ଏହି ଭଳି ବିଚାର ରଖି ନିଜର ୨୫ତମ ଜନ୍ମଦିବସରେ ଅଙ୍ଗଦାନ କରିଛନ୍ତି ଓଡିଶା ସାହିତ୍ୟ ଜଗତର ଜଣେ ସୁପରିଚିତ ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ। ସମାଜରେ ଅନେକ ଲୋକ ଠିକ ସମୟରେ ଅଙ୍ଗ ନପାଇ ମୃତ୍ୟୁ ବରଣ କରୁଛନ୍ତି। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ଅଙ୍ଗରପଣ ସମ୍ଭବ ହୋଇ ପାରୁଛି। ମଣିଷ ମୃତ୍ୟୁ ପରେ ଏହି ଅଙ୍ଗ ଗୁଡିକୁ ଆମେ ଅଯଥାରେ ନିଆଁରେ ଦଗ୍ଧୀଭୂତ କରୁଛୁ ନଚେତ୍ ମାଟିରେ ପୋତି ନଷ୍ଟ କରିଦେଉଛୁ। ଯଦି ଆମେ ଏହି ସବୁ ଅଙ୍ଗକୁ ଆବଶ୍ୟକ ଥିବା ବ୍ଯକ୍ତିକୁ ଆମ ମୃତ୍ୟୁ ପରେ ଦାନ କରିଦେବା ତେବେ ଆମ ଅଙ୍ଗ ମଧ୍ୟ ଅମରତ୍ବ ପ୍ରାପ୍ତ କରିବ। ଈଶ୍ବରଙ୍କ ଆଶୀର୍ବାଦରେ ମାଙ୍କ ମାଧ୍ୟମରେ ଆମର ଜନ୍ମ ହୁଏ, କିନ୍ତୁ ଆମ ମୃତ୍ୟୁପରେ ସେ ଶରୀରରେ ଈଶ୍ବରଙ୍କ ହିଁ ଅଧିକାର ରୁହେ। ଯଦି ଈଶ୍ବର ସୃଷ୍ଟି କରିଥିବା ମଣିଷ ମାନଙ୍କ ପାଇଁ ଏକ ଶରୀରର କୌଣସି ଅଙ୍ଗ କାମରେ ଆସିଲା ତେବେ ତାହା ମୋର ସୌଭାଗ୍ୟ ହବ ବୋଲି ସେ କହିଛନ୍ତି ।
ସାହିତ୍ୟ ସାଧନାରେ ନିମଜ୍ଜିତ ଥିବା ସବ୍ୟସାଚୀ ଲୋକ ସଂସ୍କୃତିର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ୧୯୯୬ ମସିହା ଏପ୍ରିଲ ୦୫ ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳରେ ଜନ୍ମ ଗ୍ରହଣ କରିଥିବା ସବ୍ୟସାଚୀ ଅଙ୍ଗଦାନ କରି ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ୨୫ତମ ଜନ୍ମଦିବସରେ ଅଙ୍ଗଦାନ କରିଛନ୍ତି ଓଡିଶା ସାହିତ୍ୟ ଜଗତର ଜଣେ ସୁପରିଚିତ ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ। ସମାଜରେ ଅନେକ ଲୋକ ଠିକ ସମୟରେ ଅଙ୍ଗ ନପାଇ ମୃତ୍ୟୁ ବରଣ କରୁଛନ୍ତି। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ଅଙ୍ଗରପଣ ସମ୍ଭବ ହୋଇ ପାରୁଛି। ମଣିଷ ମୃତ୍ୟୁ ପରେ ଏହି ଅଙ୍ଗ ଗୁଡିକୁ ଆମେ ଅଯଥାରେ ନିଆଁରେ ଦଗ୍ଧୀଭୂତ କରୁଛୁ ନଚେତ୍ ମାଟିରେ ପୋତି ନଷ୍ଟ କରିଦେଉଛୁ। ଯଦି ଆମେ ଏହି ସବୁ ଅଙ୍ଗକୁ ଆବଶ୍ୟକ ଥିବା ବ୍ଯକ୍ତିକୁ ଆମ ମୃତ୍ୟୁ ପରେ ଦାନ କରିଦେବା ତେବେ ଆମ

ଅଙ୍ଗ ମଧ୍ୟ ଅମରତ୍ବ ପ୍ରାପ୍ତ କରିବ। ଈଶ୍ବରଙ୍କ ଆଶୀର୍ବାଦରେ ମାଙ୍କ ମାଧ୍ୟମରେ ଆମର ଜନ୍ମ ହୁଏ, କିନ୍ତୁ ଆମ ମୃତ୍ୟୁପରେ ସେ ଶରୀରରେ ଈଶ୍ବରଙ୍କ ହିଁ ଅଧିକାର ରୁହେ। ଯଦି ଈଶ୍ବର ସୃଷ୍ଟି କରିଥିବା ମଣିଷ ମାନଙ୍କ ପାଇଁ ଏକ ଶରୀରର କୌଣସି ଅଙ୍ଗ କାମରେ ଆସିଲା ତେବେ ତାହା ମୋର ସୌଭାଗ୍ୟ ହବ ବୋଲି ସେ କହିଛନ୍ତି ।
ସାହିତ୍ୟ ସାଧନାରେ ନିମଜ୍ଜିତ ଥିବା ସବ୍ୟସାଚୀ ଲୋକ ସଂସ୍କୃତିର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ୧୯୯୬ ମସିହା ଏପ୍ରିଲ ୦୫ ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳରେ ଜନ୍ମ ଗ୍ରହଣ କରିଥିବା ସବ୍ୟସାଚୀ ଅଙ୍ଗଦାନ କରି ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ