-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
18-Mar-2021
ବ୍ରହ୍ମପୁର(କୁମୁଦ ରଂଜନ ବେହେରା) : ଶାଶୁକୁ ଇଟା ଫିଙ୍ଗି ହତ୍ୟା କଲା ବୋହୂ । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା କତକଲା ଗାଁରେ ଅଭାବନୀୟ ଘଟଣା । ମୃତକ ଜମ୍ବୁ ପ୍ରଧାନ । ଭଞ୍ଜ ପ୍ରଧାନ ମଦ ପିଇ ସ୍ତ୍ରୀ ନିଲି ପ୍ରଧାନଙ୍କୁ ମାରପିଟ କରୁଥିବାବେଳେ ମା ଜମ୍ବୁ ପ୍ରଧାନ ସେମାନଙ୍କୁ ଅଟକାଇଥିଲେ ।
ଏହି ସମୟରେ ଠେଲାପେଲାରେ ଚେତା ଶୂନ୍ୟ ହୋଇ ଯାଇଥିଲେ ଜମ୍ବୁ । ତାଙ୍କୁ ଚିକିତ୍ସା ପାଇଁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ବୋହୂ ଲିଲି ଶାଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।