-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ପାନୀୟ ଜଳ ଯୋଗାଣରେ ସରପଞ୍ଚ ଙ୍କ ଉପରେ ଖପ୍ପା ପଞ୍ଚାୟତ ବାସୀ

18-Mar-2021



  ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା): ଶୁଖିଲା ପଡିଛି ନଦୀ | ଗ୍ରାମବାସୀଙ୍କ ମନରେ ଭୟ ଖରାଦିନେ ମିଳିନପାରେ ପିଇବାକୁ ପାଣି | ପାଇପ ଫାଟି ଅପଚୟ  ହେଉଛି ପାନୀୟ ଜଳ ତେଣୁ ବୁଦ୍ଧିଯିବି ମହଲରେ ଜୋର ଧରିଲାଣି ଚର୍ଚ୍ଚା କି ସରପଞ୍ଚ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ସ୍ଥାନୀୟ ପ୍ରଶାସନ | ପଞ୍ଚାୟତ ବାସୀ ଙ୍କ ଅଭିଯୋଗ ଯେ ସରପଞ୍ଚ ଭାବେ ରଙ୍ଗବତୀ ମୁଦୁଲି ନିର୍ବାଚିତ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ରେ ମିଳୁନାହିଁ ତାଙ୍କ ଦର୍ଶନ | କୌଣସି ଅଭିଯୋଗ ନେଇ ଯିବାବେଳେ ତାଙ୍କ ପ୍ରତିନିଧି ତଥା ପୁତ୍ର ଙ୍କୁ ଭେଟି ଅଭିଯୋଗ କଲାପରେ ମଧ୍ୟ ହେଉନାହିଁ କୌଣସି ସମାଧାନ | ଏହିଭଳି ଘଟଣା ଦୃଷ୍ଟିଗୋଚର ହୋଇଛି ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର କୁମ୍ଭାରପଡ଼ା ଗ୍ରାମପଞ୍ଚାୟତ ରେ | ଏହି ଗ୍ରାମପଂଚାୟତ ର କୁମ୍ଭାରପଡ଼ା ଗ୍ରାମରେ ପ୍ରାୟ ୨ହଜାର ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରେ ଅସନ୍ତୁଷ୍ଟ ଗ୍ରାମବାସୀ | କୁମ୍ଭାରପଡ଼ା ର ନିକଟରେ କୁଆଁରିଆ ନଦୀ ପଠାରେ ଏକ ବୋରିଙ୍ଗ ଖୋଳାଯାଇ କୁମ୍ଭାରପଡ଼ା ଏବଂ ଢୋଲମରା ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯାଉଛି | ସ୍ଥାନୀୟ ପ୍ରଶାସନ ର ଅବହେଳା ହେତୁ ଯୋଗାଣ ପାଇପ ବିଭିନ୍ନ ଜାଗାରେ ଫାଟି ଯାଇଥିବା ବେଳେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ବିଭିନ୍ନ ଜାଗାରେ ଅଚଳାବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି | ଏପରିକି କେତେକ ଷ୍ଟାଣ୍ଡ ପୋଷ୍ଟ ରେ ଟ୍ୟାପ ନଥିବାରୁ ଜଳ ଅପଚୟ ହେଉଛି | କୁମ୍ଭାରପଡ଼ା ର ମଙ୍ଗଳା ମନ୍ଦିର ନିକଟରେ ପାଇପ ଫାଟି ଯାଇଥିବାରୁ ନିକଟରେ ଥିବା ସାହି ଭିତରେ କୃତିମ ବନ୍ୟାଜଳ ଲହରୀ ମାରିବାର ଭ୍ରମ ସୃଷ୍ଟି ହେଉଛି | ସେହି ସାହିବାସିନ୍ଦା ସରପଞ୍ଚ ଙ୍କ ପ୍ରତିନିଧି ଙ୍କୁ ଦୀର୍ଘ ଦଶଦିନ ହେଲା ଅବଗତ କରି ଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବାରୁ ସେମାନେ ଗଣମାଧ୍ୟମ ର ସାହାଯ୍ୟ ଲୋଡିଛନ୍ତି | ଆଜି ପର୍ଯ୍ୟନ୍ତ କେବେବି ବ୍ଲିଚିଙ୍ଗ ବାସନା ପାନୀୟ ଜଳ ରେ ଅନୁଭବ କରିନଥିବା ଜନସାଧାରଣ ଙ୍କ ଅଭିଯୋଗରୁ ସ୍ପଷ୍ଟ ବାରିହେଉଛି ଯେ ସ୍ଥାନୀୟ ପ୍ରଶାସନ ଗ୍ରାମାଞ୍ଚଳରେ ଜନସାଧାରଣ ଙ୍କୁ  କେତେ ମାତ୍ରା ରେ ନିରୋଗୀ ଜୀବନଯାପନ କରିବାରେ ସାହାଯ୍ୟ କରୁଛି | ତେଣୁ ଖରାଦିନେ ପାଣି ଟିକେ ପାଇଁ ଅସୁବିଧା ର ସମ୍ମୁଖୀନ ହେବା ପୂର୍ବରୁ ବ୍ଳକ ତଥା ଜିଲ୍ଲା ପ୍ରଶାସନ ଏହି ଘଟଣା ର ଉପଯୁକ୍ତ ତଦନ୍ତ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like