-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଅପରାଧ

ମୋବାଇଲ ରିଚାର୍ଜ ସ୍କିମରେ ଅର୍ଥ ନେଇ ଏସ ଏମ ପି ଏଲ ଗାଏବ! #ଗ୍ରାହକ ହତାଶ, ୱେବ ସାଇଟ ବନ୍ଦ।

16-Mar-2021



ବେଗୁନିଆପଡା:(ଉମା ମହାରଣା ): ସାରା ରାଜ୍ୟରେ ଚିଟ ଫଣ୍ଡ ଜାଲିଆତି ଘଟଣା ଥମିନଥିବା ବେଳେ ବର୍ତ୍ତମାନଆଉ ଏକ ନେଟ ୱାର୍କୀଙ୍ଗ ଠକ ସଂସ୍ଥା ଲୋକଙ୍କୁ ଭୁଆଁ ବୁଲାଇ ଉଭାନ ହୋଇଯିବାକୁ ବସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସୁଭୋତ୍ତମ  ମଲ୍ଟିଟ୍ରେଡ଼ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ୨୦୨୦ ମସିହା ଜୁନ ମାସରେ ଆରମ୍ଭ କରି ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ମୋବାଇଲ ରିଚାର୍ଜ ପାଇଁ ଏକ ଆକର୍ଷଣୀୟ ସ୍କିମ ଆରମ୍ଭ କରିଥିଲା। ଜଣେ ଗ୍ରାହକ ଏକା ସମୟରେ ୧୨୫୦ ଟଙ୍କା ଦେଇ ସଭ୍ୟ ହେବା ପରେ ତାକୁ ୧୨ ମାସ ପାଇଁ ଯେ କୌଣସି ମୋବାଇଲ ରିଚାର୍ଜ କରିବା ପାଇଁ ଅଫର ମିଳିଥିଲା।ଏହା ସହ ଉକ୍ତ ଗ୍ରାହକ ଯଦି ଚେନ ସିଷ୍ଟମ କରେ ତାହାହେଲେ ତାକୁ ଅଧିକ ବୋନସ ମିଳିବା ପାଇଁ ଲୋଭ ଦେଖାଇ ଶହ ଶହ ଗ୍ରାହକଙ୍କୁ ଏହି ଯୋଜନାରେ ସାମିଲ କରି ସ୍ୱତନ୍ତ୍ର ଏଜେଣ୍ଟ ମାଧ୍ୟମରେ ଟଙ୍କା ସଂଗ୍ରହ କରିଥିଲା। ମାତ୍ର ୨/୩ ମାସ ରିଚାର୍ଜ ହୋଇଯିବ। ପରେ ଆଉ ସେହି ବ୍ୟବସ୍ଥା କାର୍ଯ୍ୟ କରିନଥିଲା। ବେଗୁନିଆପଡା,ରମ୍ଭା,ଖଲ୍ଲିକୋଟ,ପୋଲସରା ବ୍ଲକ ସମେତ ଗଞ୍ଜ।ମ ଜିଲ୍ଲାରେ ଏହି ସଂସ୍ଥା କାୟା ବିସ୍ତାର କରିଥିବା ବେଳେ ଏଜେଣ୍ଟ ସମ୍ପୂର୍ଣ୍ଣ ମାଲାମାଲ ହୋଇ ଗ୍ରାହକଙ୍କୁ ହତାଶ କରି ଉଭାନ ହୋଇଯାଇଛନ୍ତି। ଖାଲି ରିଚାର୍ଜ ନୁହେଁ ବିଭିନ୍ନ ଜିନିଷ କିଣିବା ପାଇଁ ସ୍କିମ ଏହି ସଂସ୍ଥା କରିଥିବା ବେଳେ ବର୍ତ୍ତମାନ ଗ୍ରାହକ ମାନେ ଅର୍ଥ ଦେଇ ଚିନ୍ତାରେ ଅଛନ୍ତି। ସେପଟେ ଏହି ସଂସ୍ଥାରେ ରମ୍ଭା ଅଂଚଳର ଜନୈକ ସରକାରୀ କର୍ମଚାରୀ , ପୋଲସରା ଅଂଚଳର ଓ ବ୍ରହ୍ମପୁର ସହରର କିଛି ହାତ ଗଣତି ଲୋକ ଏହି ସଂସ୍ଥାକୁ ଚଳାଇଥିବା ବେଳେ ବର୍ତ୍ତମାନଯଦି ଅର୍ଥ ଫେରସ୍ତ ନମିଳେ ତେବେ ଉକ୍ତ ଏଜେଣ୍ଟ ବିରୋଧରେ ଗ୍ରାହକ ଏତଲା ଦେବେ ବୋଲି ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like