-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଅପରାଧ

ନିଶାରେ ମସଗୁଲା ନାୟିକା, ପାଟିରୁ ବାହାରୁଛି ଅସଭ୍ୟ ଭାଷା, ସୋସିଆଲ ମିଡିଆରେ ଚହଳ ପକାଇଛି ଭିଡିଓ

16-Mar-2021



ଭୁବନେଶ୍ୱର,(ପ୍ରେରଣା ଖବର) :ନିଶାରେ ମସଗୁଲ ଯୁବତୀ । ପାଟିରୁ ବାହାରୁଛି ଅନର୍ଗଳ ଗାଳି । ଅସଭ୍ୟ ଭାଷାରେ ପୁରୁଷ ବନ୍ଧୁଙ୍କ ସହ ହେଉଛନ୍ତି କଥାବାର୍ତ୍ତା । ଶୁଣି ନହେଲା ଭଳି ଭାଷା କହୁଛନ୍ତି । ଜଣେ ଯୁବଚତୀଙ୍କ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ତମ ପୁଅ ପୁଅ, ଆଉ ମୋ ପୁଅ … । ତା ସାଙ୍ଗକୁ ଦୁଇ ଅକ୍ଷରିଆ ଅସଭ୍ୟ ଭାଷା । ନାଲି ପାଣି ପିଇ ମସଗୁଲ ଜଣେ ନବାଗତ ଓଲିଉଡ୍‌ ନାୟିକାଙ୍କ ଏମିତି ଏକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହୋଇଛି । ଭିଡିଓଟି ମୋବାଇଲରୁ ମୋବାଇଲ୍‌ ଘୁରି ବୁଲୁଛି । ୧ ମିନିଟ୍‌ ୮ ସେକେଣ୍ଡର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି । ଭିଡିଓରେ ନବାଗତ ନାୟିକାଙ୍କ ସହ କିଛି ପୁରୁଷ ବନ୍ଧୁ ଥିବା ଜଣାପଡିଛି ।

ଉକ୍ତ ଭିଡିଓଟିକୁ ପରଖିଲେ ଜଣାପଡୁଛି, ଏକ ହୋଟେଲ ରୁମ୍‌ ଭିତରେ ଭିଡିଓଟି ବନାଯାଇଛି । ସେଠାରେ ତାଙ୍କର ୪-୫ଜଣ ମହିଳା-ପୁରୁଷ ବନ୍ଧୁ ଅଛନ୍ତି । ନାୟିକା ଜଣଙ୍କ ହାତରେ ସିଗାରେଟ୍‌ ଖଣ୍ଡେ ଧରି ଖଟକୁ ଆଉଜି ପଡ଼ିଛନ୍ତି । ହାବଭାବରୁ ଜଣା ପଡୁଛି ନାୟିକା ଜଣକ ନାକ ଯାଏଁ ମଦ ପିଇଛନ୍ତି । ଆଉ ତାଙ୍କ ନିକଟରେ ଜଣେ ପୁରଷ ବନ୍ଧୁ ଶୋଇଥିବା ବେଳେ ଅନ୍ୟ ଜଣେ ଗୋଡ଼ ପାଖରେ ବସିଛନ୍ତି ।

ଭିଡିଓଟି ଅନ୍ୟ ଜଣେ ଲେଡି ସାଥୀ ସୁଟିଂ କରୁଥିବା ଜଣାପଡୁଛି । କିଛି ପୁରୁଷ ସାଥୀ ତାଙ୍କୁ ଏମିତି କହିବାକୁ ଉସକାଉଛନ୍ତି । ଭିଡ଼ିଓରେ ନାୟିକା ଜଣଙ୍କ କଥା କଥାରେ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏପରି କି ହିନ୍ଦୀ, ଓଡିଆ, ଏବଂ ଇଂରାଜୀ ଭାଷା ଉଗାଳୁଛନ୍ତି । ମତେ ନିଶା ହେଲେ ମୁଁ କାନ୍ଦେ… । ମଝିରେ ମଝିରେ ବଲିଉଉଡ୍‌ ଗୀତର ତାଳେ ତାଳେ ହାଲ୍‌କା ନାଚ ବି ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଅଭିନେତ୍ରୀ ଜଣଙ୍କ କହୁଛନ୍ତି ନିଶା ତ ହୋଇଛି, ହେଲେ ବାପାଙ୍କୁ ଦେଖିଲେ ନିଶା ଆପେ ଆପେ ଛାଡି଼ ଯିବ… । ସେପଟେ ସମ୍ପୃକ୍ତ ନବାଗତ ନାୟିକାଙ୍କ ଏକ ୱେବସିରଜ୍‌ ଏକ ଘରୋଇ ଟେଲିଭିଜନରେ ପ୍ରସାରିତ ହୋଇଥିବା ଜଣାପଡିଛି । ସେଥିରେ ସେ ଜଣେ ଚର୍ଚ୍ଚିତ ନାୟିକାଙ୍କ ଭଉଣୀ ଭୂମିକା ନଜର ଆଶିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like