-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
(ପ୍ରେରଣା ଖବର ବ୍ୟୁରୋ) ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୨୦ ଜୀବନ, କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫କୁ ବୃଦ୍ଧି, ଦେଶରେ ଦିନକରେ ୧୬ ହଜାର ୫୭୭ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧କୁ ବୃଦ୍ଧି, ୧ କୋଟି ୭ ଲକ୍ଷ ୫୦ ହଜାର ୬୮୦ ସୁସ୍ଥ, ୧ ଲକ୍ଷ ୫୫ ହଜାର ୯୮୬ ଚିକିତ୍ସାଧୀନ॥*