-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ଭୁବନେଶ୍ବର (ପ୍ରେରଣା ଖବର) :ସର୍ବ ଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା। ଆସନ୍ତା 26 ତାରଖରେ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ବ୍ୟବସାୟିକ ମହାସଂଘର ବିଭିନ୍ନ ଦାବି ନେଇ ବନ୍ଦ ଡାକରା। ରାଜ୍ୟରେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ଦୋକାନ ଯେମିତି ମେଡ଼ିସିନ ଦୋକାନ, ପେଟ୍ରୋଲ ପମ୍ପ ଖୋଲା ରହିବ। ବନ୍ଦରେ କିନ୍ତୁ ଗମନାଗମନ ବା ଗାଡି ଚଳାଚଳରେ କୌଣସି ବାଧା ଉପିଯିବ ନାହିଁ। ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ଏହି ସୂଚନା ଦେଇଛନ୍ତି l