-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) :-ବଲାଙ୍ଗୀର ପୁଇଁତଲା ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡି ଗିରଫ । ସହକାରୀ ଯନ୍ତ୍ରୀ ନରେନ୍ଦ୍ର ନାଏକକୁ ବେଆଇନ କାମ କରିବାକୁ ଧମକଚମକ ଘଟଣାରେ ବିଡ଼ିଓଙ୍କ ଏତଲା ପରେ ଗିରଫ କଲା ପୁଇଁତଲା ଥାନା ପୋଲିସ । ଗିରଫ ପରେ କୋର୍ଟ ଚାଲାଣ ନେଇ ପୋଲିସର ସୂଚନା । ପୂର୍ବରୁ ପୁଇଁତଲା ତତ୍କାଳୀନ ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ ମାମଲାରେ ଜେଲ ଯାଇଥିଲା ରଘୁନାଥ ।