-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) ବଲାଙ୍ଗୀର ସଇଁନ୍ତଲା ଗୋଲାବାରୁଦ କାରଖାନାରେ ସୁରକ୍ଷା କର୍ମୀଙ୍କ ଆତ୍ମହତ୍ୟା ଘଟଣା ଖବର ମିଳିଛି । ନିଜ ସର୍ଭିସ ବନ୍ଧୁକରେ ଗୁଳି କରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା ର କାରଣ ଜଣାପଡ଼ି ନଥିବା ବେଳେ ଗତକାଲି ରାତିରେ ଏହି ଘଟଣା ଘଟିଛି ।