-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ନୟାଗଡ(ପ୍ରଦୀପ କୁମାର ପଣ୍ଡା): ବହୁ ଚର୍ଚ୍ଚତ ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଚାଇଲ୍ଡ କୋର୍ଟରେ ଆଜି ହାଜର ହେବେ ଅଭିଯୁକ୍ତ ନାବାଳକ।ଏସ୍ ଆଇଟିର ଏଲ୍ ଭି ଏ ଟେଷ୍ଟ ସହ ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା ଦିଆଯାଇଥିବା ଆବେଦନ ଉପରେ ଶୁଣାଣି ହେବ। ଏ ନେଇ ଅଭିଯୁକ୍ତର ଓକିଲ କୋର୍ଟରେ ଆବେଦନ କରିଥିଲେ। କଡା ସୁରକ୍ଷା ବଳୟ ମଧ୍ୟରେ ଅନୁଗୁଳ ବାଳସୁଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଆଣାଯିବ। ଏହା ଭିତରେ ଗତ ୧୦ ତାରିଖରେ ଅଭିଯୁକ୍ତର ମୋବାଇଲକୁ ଟେଷ୍ଟ ପାଇଁ ଗାନ୍ଧିନଗର ପଠାଇବା ପାଇଁ ଏସ୍ ଆଇ ଟି କରିଥିବା ଆବେଦନ ଉପରେ ଶୁଣାଣି କରି ଚାଇଲ୍ଡ କୋର୍ଟ ଏଥିପାଇଁ ଏସ୍ ଆଇଟିକୁ ଅନୁମତି ଦେଇଥିଲେ।