-+91-9937148622 |

prerana_bgr@rediffmail.com |

  Saturday 18th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   (18-Jul-2026)       ||      ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   (17-Jul-2026)       ||      ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   (17-Jul-2026)       ||      ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   (17-Jul-2026)       ||      ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   (17-Jul-2026)       ||      ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   (17-Jul-2026)       ||      ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   (17-Jul-2026)       ||      କାଉଡୋଳା ଗ୍ରାମ ଠାରେ ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ.   (17-Jul-2026)       ||      ବଲାଙ୍ଗିରର ବିଭିନ୍ନ ରଥଯାତ୍ରାରେ ସାମିଲ ହେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ   (17-Jul-2026)       ||      ରଥଯାତ୍ରାରେ ଦର୍ଶନାର୍ଥିଙ୍କ ମୃତ୍ୟୁରେ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଶୋକ ପ୍ରକାଶ   (17-Jul-2026)       ||      ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||     

HOME   ଜିଲ୍ଲା

ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।

18-Jul-2026



କଣ୍ଟାବାଞ୍ଜି(ମୋହନ ସୁନା):  ଏବେ ପୁଣି ସାରା ରାଜ୍ୟରେ ଚର୍ଚ୍ଚା ପରିସର କୁ ଆସିଛି କଣ୍ଟାବାଞ୍ଜି ସହର କାହିଁକି ନାଁ ଏହି ସହରରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଯେଉଁ ରୋଗ କୁ ମେଡ଼ିକାଲ ସାଇନ୍ସ ଠିକ୍ କରିବାରେ ବିଳମ୍ବ ହେଉଛି କିନ୍ତୁ ଜଣେ ବାବାଙ୍କ ଟୋପାଏ ପାଣି କର୍କଟ ଓ ପାରାଲିସିସ୍ ରୋଗୀ ଙ୍କୁ ଠିକ୍ କରୁଥିବା କୁହାଯାଉଛି। ଏହି ବାବା ଜଣକ ନାଁ ହେଉଛି ଉମେନ୍ଦ୍ର ଚୌହାନ ( ମନୋନାଧାମ ) ବୋଲି ଜଣାପଡିଛି। ଗତ ୧୨ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ବାବା କଣ୍ଟାବାଞ୍ଜି ଆସିଥିଲେ। କଣ୍ଟାବାଞ୍ଜି - ବଙ୍ଗୋମୁଣ୍ଡା ରାସ୍ତା ଥିବା ଖାଟୋସ୍ୟାମ ମନ୍ଦିର ଭିତରେ ବାବା ଜଣକ ରୋଗୀଙ୍କ ପାଣି ଦେଇ ଚିକିତ୍ସା କରୁଥିଲେ ବାବା ଜଣକ କଣ୍ଟାବାଞ୍ଜି ରେ ଥିବା ଶ୍ୟାମଜୀ ଟ୍ରଷ୍ଟ ଆଣିଥିବା କୁହାଯାଉଛି। ବାବା ଆସିବା ନେଇ ଶ୍ୟାମଜୀ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ମାନେ ବହୁ ମାତ୍ରାରେ ପ୍ରଚାର ପ୍ରସାର କରିବା ସହ ଅଞ୍ଚଳ ଅନେକ ସ୍ଥାନରେ ବେନର ପୋଷ୍ଟର ଲଗାଯାଇଥିଲା। ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଆସ୍ଥା ଓ ବିଶ୍ୱାସ ରହି ଟ୍ରଷ୍ଟ କୁ ୫ହଜାର ରୁ ଅଧିକ ଟଙ୍କା ଦେଇ ଭକ୍ତ ମାନେ ବାବାଙ୍କୁ ଦର୍ଶନ କରିବାର ଅନୁମତି ନେଇଥିବା ବେଳେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ବାପାଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଦେଇଥିବା କୋଟି କୋଟି ଟଙ୍କା ଗଲା କୁଆଡ଼େ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାହିଁକି ନାଁ ଯେଉଁ ଶ୍ୟାମ ଜୀ ଟ୍ରଷ୍ଟ ବାବାଙ୍କୁ କଣ୍ଟାବାଞ୍ଜି ଆଣିଥିଲା ସେହି ଟ୍ରଷ୍ଟ ଉପରୁ ଅନେକ ବେଆଇନ କାର୍ଯ୍ୟ କରି ଲୋକଙ୍କୁ ଠକେଇ କରି ଥିବା ନେଇ ଟ୍ରଷ୍ଟ ବିରୋଧରେ ସହର‌ର କିଛି ଜଣ ବ୍ୟବସାୟୀ ଥାନା ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ସେହି ଟ୍ରଷ୍ଟ କିଛି ବ୍ୟକ୍ତି ପୁଣି ଗୋଟିଏ ବାବାଙ୍କୁ ଆଣି ଲୋକଙ୍କ ବିଶ୍ୱାସ ଖେଲଖେଲି କୋଟି

କୋଟି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ମନୋନାଧାମ ଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି କାହିଁକି ବାବା ଜଣକ ପୂର୍ବରୁ ଜଣେ ୟୁଟୋବର ଥିଲେ। ତାଙ୍କ କୌଣସି ଡାକ୍ତରୀ ଡିଗ୍ରୀ ନାହିଁ ତାହା ପରେ ମଧ୍ୟ ସେ ରୋଗୀ ଚିକିତ୍ସା କେମିତି କରୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ସଠିକ ଡାକ୍ତରୀ ଚିକିତ୍ସା ଛାଡ଼ି ଲୋକ ମାନେ ପାଣି ଭର୍ସା ରେ ରହୁଛନ୍ତି। ଶେଷ ସମୟରେ ଯେତେବେଳେ ମେଡିକାଲ କୁ ଫେରୁଛନ୍ତି ସେତେବେଳେ ଡାକ୍ତର ମାନେ ରୋଗୀଙ୍କୁ ବଞ୍ଚାଇବା ଅସମ୍ଭବ ହୋଇପଡୁଛି ଏହା ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ରହିଛି ବୋଲି କଣ୍ଟାବାଞ୍ଜି ଅଞ୍ଚଳ ବୃଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ତେବେ ଶ୍ୟାମ ଜୀ ଟ୍ରଷ୍ଟ କେଉଁ ଉଦ୍ଦେଶ୍ୟରେ ଗଠନ କରାଯାଇଛି ଏବଂ ବଗିତ ୧୦ ବର୍ଷ ମଧ୍ୟରେ ଏହି ଟ୍ରଷ୍ଟ କୁ କେତେ ଅନୁଦାନ ଆସି ଏବଂ ବାବା ଙ୍କ ଦର୍ଶନ କରିବାକୁ ଭକ୍ତ ଦେଇଥିବା ଲକ୍ଷ ଲକ୍ଷ ଟଙ୍କା କୁଆଡ଼େ ଗଲା ରାଜ୍ୟ ସରକାର ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନଜର ଦେଇ ଯାଞ୍ଚ କରିବାକୁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   18-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ସମିତି ବୈଠକ                                     18-Jul-2026
  ଜିଲ୍ଲା  
ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   18-Jul-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   17-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I   17-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   17-Jul-2026
  ଜିଲ୍ଲା  
ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   17-Jul-2026
  ଜିଲ୍ଲା  
ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   17-Jul-2026
  ଜିଲ୍ଲା  
ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   17-Jul-2026
  ଜିଲ୍ଲା  
ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   17-Jul-2026

You Might Also Like