-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ମିଲର୍ସଙ୍କ ମନମାନୀ... ଦେଉଳପଦର ଓ ପୁଆ ପେକ୍ସରେ ଧାନବିକ୍ରି କରିନପାରି ଚାଷୀ ହଇରାଣ

12-Jun-2026



ତରଭା(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପୁଆ ଓ ଦେଉଳପଦର ପେକ୍ସରେ ଚାଷିମାନେ ରବିଧାନ ବିକ୍ରି କରିନପାରି ଶୋଷିତ ହେଉଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ମିଲର୍ସଙ୍କ ମନମାନୀ କାରଣରୁ ଧାନକିଣାରେ ଅବ୍ୟବସ୍ଥା ଦେଖାଦେଇଥିବା ଜଣାପଡିଛି । ତେବେ ଯୋଗାଣବିଭାଗ,ସମବାୟ ବିଭାଗର ଅଧିକାରୀ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଷମାନେ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଚାଷିମାନେ ଟୋକନଧରି ଜଗିବସିଛନ୍ତି କିନ୍ତୁ ପେକ୍ସକୁ ମିଲର୍ସ ଗାଡିପଠାଉନଥିବାରୁ ଧାନ ବିକ୍ରୀ ହୋଇପାରୁନାହିଁ ବୋଲି ଚାଷିମାନେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ଯୋଗାଣଅଧିକାରୀଙ୍କୁ ଚାଷିମାନେ ଜଣାଇଥିଲେ ହେଁ ସେ କୌଣସି ପଦକ୍ଷେପ ନେଉନଥିବାରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆହୁରି ସାଙ୍ଘାତିକ ଅଭିଯୋଗ ଆସିଛି ଯେ,ଏହି ଦୁଇ ପେକ୍ସରୁ ଧାନ ଉଠାଇବାକୁ ସିଆଲଜୁରିର ଲଳିତା ରାଇସମିଲ ଓ ଶିତଳ ରାଇସମିଲକୁ ଟେଗ କରାଯାଇଛି । କିନ୍ତୁ ଏହିମିଲର ମାଲିକ ସୁଧିରଙ୍କୁ ଚାଷି କିମ୍ବା ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଫୋନ କଲେ ସେ ଆସନ୍ତା କାଲି ଗାଡି ପଠାଯିବ ବୋଲି କହି ଗାଲୁ ମାରୁଛନ୍ତି । ଆହୁରି ଅଭିଯୋଗ ହେଉଛି ଯେ,ଚାଷିଙ୍କୁ ପେକ୍ସ ବଦଳରେ ମିଲକୁ ସିଧାସଳଖ ଧାନ ନିଆଯାଇ ସେଠାରେ ମାପ କରାଇ ସ୍ଲିପ ଆଣିବାକୁ ବାଧ୍ୟ କରାଯାଉଛି । ମିଲର୍ସ ପାଖକୁ ଚାଷି ଧାନ ନେଲେ ସେଠାରେ କ୍ୱିଣ୍ଟାଲପିଚ୍ଛା ୩କିଲୋ କାଟି ମାପଓଜନ କରି ସ୍ଲିପ ଦେଉଛି । ତାକୁ ପେକ୍ସରେ ଏଣ୍ଟି କରାଯାଇ ଚାଷିଙ୍କ ଆକସାଉଣ୍ଟରେ ଟଙ୍କା ଦିଆଯାଉଛି । ଚାଷିମାନେ ମିଲକୁ ଧାନନେଲେ ମଧ୍ୟ ତାଙ୍କୁ ଗାଡିଖର୍ଚ୍ଚ ଦିଆଯାଉନାହିଁ । ଅନ୍ୟ ପଟେ ଗାଡିଭଡା ଓ ଶ୍ରମିକଙ୍କ ମଜୁରୀ ମିଳିମିଶି ହଡପ କରାଯାଉଥିବା ଅଭିଯୋଗ ଉଠୁଛି । ଚାଷିଙ୍କୁ ଏହି ଶୋଷଣ ବିରୁଦ୍ଧରେ ଆଗାମୀଦିନରେ ଚାଷିମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ଚାଲିଛି । ଏପଟେ ବର୍ଷା ହେବା ଉପରେ ଥିବା ବେଳେ ମଣ୍ଡିରେ ଓ ଚାଷିଙ୍କ ଖଳାରେ ଧାନ ପଡିରହିଛି । ଚାଷିଙ୍କୁ ହଇରାଣ କରାଯାଇ ମଧ୍ୟସ୍ଥି ଜରିଆରେ କମଦରରେ ଧାନ କିଣାଯାଇ ଫଲ୍ସଏଣ୍ଟ୍ରି କରି ମିଲର୍ସ ମାଲେମାଲ ହେବାକୁ ଷଢଯନ୍ତ୍ର କରୁଥିବା ଚାଷି ଅଭିଯୋଗ କରିଛନ୍ତି । ମିଲର୍ସ ଆସୁନଥିବାରୁ ଧାନ ବିକ୍ରୀରେ ଅସୁବିଧା ହେଉଥିବା ଡାହିମାଳର ଗୌତମ ସାହାଙ୍କ ସମେତ ଅନ୍ୟାନ୍ୟ ଚାଷି ଅଭିଯୋଗ କରିଛନ୍ତି । ସେପଟେ ପୁଆ ପେକ୍ସର ସଂପାଦକ ଥିବା ଦେବେନ୍ଦ୍ର ସାହାଙ୍କୁ ପଚାରିବାରୁ ମିଲର୍ସକୁ ଅନେକଥର ଫୋନ କଲେ ମଧ୍ୟ ଗାଡିପଠାଉନଥିବା କହିଛନ୍ତି । ଫଳରେ ମିଲର୍ସର ଦୁିର୍ନୀତିଖୋର ମନୋଭାବ କାରଣରୁ ଚାଷୀମାନେ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ତୁରନ୍ତ ଏହି ଅଭିଯୋଗର ତଦନ୍ତ କରାଇ ଚାଷୀ ଙ୍କର ଧାନବିକ୍ରୀରେ ସହାୟକ ହେବେ ବୋଲି ଚାଷିମାନେ ଆଶା ବାନ୍ଧିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk