-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା    (10-Jun-2026)       ||      ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି    (10-Jun-2026)       ||      *ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   (10-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   (10-Jun-2026)       ||      ଦୁର୍ଘଟଣାରେ ମାଁ ଝିଅ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରଙ୍କୁ ଭେଟିଲେ ନରସିଂହ♦️ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ   (10-Jun-2026)       ||      ସମାଜସେବୀ ଶ୍ରୀଧର ସାହୁ ଙ୍କୁ ନର୍ଲା ପ୍ରେସ ଆଶ୍ସୋସିଏସନ ଦ୍ୱାରା ସମ୍ମାନିତ   (10-Jun-2026)       ||      ବଲାଙ୍ଗୀର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ,   ଏନ୍‌ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ବଲାଙ୍ଗୀର ଜିଲା ସିଭିଲ ସୋସାଇଟି   (10-Jun-2026)       ||      *ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ଜୋରଦାର: ଗୋଟିଏ ଦିନରେ ୨୧ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ, ବିଭିନ୍ନ ମଣ୍ଡିରେ ଧାନ ନ ଉଠିବା ଅଭିଯୋଗ*   (10-Jun-2026)       ||      *ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବେ ମନୋନୀତ*   (10-Jun-2026)       ||      ସମାଜସେବୀଙ୍କ ସ୍ମୃତିଚାରଣ ସଭା   (10-Jun-2026)       ||      *ଆଧାର କାର୍ଡ ନଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖା ନଥିବା ଅନାଥ ପିଲାଙ୍କୁ ବୟସ ଆଧାରରେ ଶିଶୁଙ୍କ ନାମ ଲେଖା ନିଶ୍ଚିତ କରିଛନ୍ତି ସିଆରସିସି*   (10-Jun-2026)       ||      ବାରିଯୋର ରେ ଚେକଡେମ ପାଇଁ ଦାବି କଲେ ଲୋକେ ♦️ବିଜୁଳି ସମସ୍ୟା ସମାଧାନ ପାଇଁ କାମ ହେଲା ଆରମ୍ଭ   (10-Jun-2026)       ||      ଏଡ଼ଭୋକେଟ୍ ଙ୍କ ସ୍କୁଟିକୁ ଧକ୍କା ଦେଲା ମହିନ୍ଦ୍ରା ପିକ୍ ଅଫ୍ ଭେନ୍ ♦️ଅଳ୍ପକେ ବର୍ତିଲେ ଏଡ଼ଭୋକେଟ୍    (10-Jun-2026)       ||      ଅବ୍ୟବସ୍ଥା ଘେରରେ ଥିବା ଅସ୍ଥାୟୀ ବସଷ୍ଟାଣ୍ଡ କୁ ଅଚାନକ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ   (10-Jun-2026)       ||      ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା ବୈଠକ: ୫ ବ୍ଲକରେ ୧୦୦ ମହା ଲକ୍ଷପତି ଦିଦି ସୃଷ୍ଟି ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ   (10-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ    (09-Jun-2026)       ||      ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ    (09-Jun-2026)       ||      *ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   (09-Jun-2026)       ||      OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   (09-Jun-2026)       ||      ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   (09-Jun-2026)       ||     

HOME   ଜିଲ୍ଲା

ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ

10-Jun-2026



ବରଗଡ଼ (ପ୍ରେରଣା ଖବର )
 ବରଗଡ଼ ଭାରତ ନିର୍ମାଣ ସମିତି ର ବରିଷ୍ଟ ନାଗରିକ ଗଣ ଶ୍ରୀ ସୁରେଶ ସାହୁଙ୍କ ବାସଭବନକୁ ଯାଇ ତାଙ୍କର ସୁପୁତ୍ର ଶ୍ରୀ ଜିତାମିତ୍ର  ସାହୁଙ୍କୁ ଓଡ଼ିଶା ପ୍ରଶାସନିକ ସେବା ରେ ସାରା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ  ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ, । ତାଙ୍କର କଠିନ ପରିଶ୍ରମ ଧୈର୍ଯ୍ୟ ନିଜର ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଟା ଓ ପିତାମାତାଙ୍କର ଆଶୀର୍ବାଦ ଏହି ସଫଳତାର ମୂଳ ଆଧାର , ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ସମସ୍ତେ ତାଙ୍କୁ ଆଶୀର୍ବାଦ ଦେବା ସଙ୍ଗେ ସଙ୍ଗେ ଆଗାମୀ 
ଦିନରେ ତାଙ୍କର ନିଷ୍ଠା,ସେବା ଭାବ ଓ ସମର୍ପଣ ସହ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟକରୀ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଫଳ ହେବ।ପାଇଁ  ସହୃଦୟେ ଆଶୀର୍ବାଦ କରିଥିଲେ । ଭାରତ ନିର୍ମାଣ ସମିତି ର ସାଧାରଣ ସମ୍ପାଦକ ଶ୍ରୀ ଉଦ୍ଧବ ଚରଣ ବେହେରାଙ୍କ ସହିତ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ରବୀନ୍ଦ୍ର ପ୍ରଧାନ, ଡ଼ାକ୍ତର ସୁବଳ କିଶୋର କର,ସୁବାସ ଚନ୍ଦ୍ର ଦାଶ, ଜୟନାରାୟଣ ମିଶ୍ର, ସୁଜାତା ମାଝୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା   10-Jun-2026
  ଜିଲ୍ଲା  
ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି   10-Jun-2026
  ଜିଲ୍ଲା  
*ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   10-Jun-2026
  ଜିଲ୍ଲା  
ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   10-Jun-2026
  ଜିଲ୍ଲା  
ଦୁର୍ଘଟଣାରେ ମାଁ ଝିଅ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରଙ୍କୁ ଭେଟିଲେ ନରସିଂହ♦️ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ   10-Jun-2026
  ଜିଲ୍ଲା  
ସମାଜସେବୀ ଶ୍ରୀଧର ସାହୁ ଙ୍କୁ ନର୍ଲା ପ୍ରେସ ଆଶ୍ସୋସିଏସନ ଦ୍ୱାରା ସମ୍ମାନିତ   10-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ,   ଏନ୍‌ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ବଲାଙ୍ଗୀର ଜିଲା ସିଭିଲ ସୋସାଇଟି   10-Jun-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ଜୋରଦାର: ଗୋଟିଏ ଦିନରେ ୨୧ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ, ବିଭିନ୍ନ ମଣ୍ଡିରେ ଧାନ ନ ଉଠିବା ଅଭିଯୋଗ*   10-Jun-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବେ ମନୋନୀତ*   10-Jun-2026
  ଜିଲ୍ଲା  
ସମାଜସେବୀଙ୍କ ସ୍ମୃତିଚାରଣ ସଭା   10-Jun-2026
  ଜିଲ୍ଲା  
*ଆଧାର କାର୍ଡ ନଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖା ନଥିବା ଅନାଥ ପିଲାଙ୍କୁ ବୟସ ଆଧାରରେ ଶିଶୁଙ୍କ ନାମ ଲେଖା ନିଶ୍ଚିତ କରିଛନ୍ତି ସିଆରସିସି*   10-Jun-2026
  ଜିଲ୍ଲା  
ବାରିଯୋର ରେ ଚେକଡେମ ପାଇଁ ଦାବି କଲେ ଲୋକେ ♦️ବିଜୁଳି ସମସ୍ୟା ସମାଧାନ ପାଇଁ କାମ ହେଲା ଆରମ୍ଭ   10-Jun-2026

You Might Also Like