-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||     

HOME   ଜିଲ୍ଲା

ଉଦନ୍ତୀ ମଣ୍ଡଳରେ ଜନ-ଆକ୍ରୋଶ ମହିଳା ସମାବେଶ

15-May-2026



ସିନାପାଲି,(ପରମେଶ୍ୱର ମେହେର ) :ନାରୀ ବନ୍ଦନ ବିଲ୍‌କୁ ଲୋକସଭାରେ କଂଗ୍ରେସ ଦଳ, ବିଜେଡି – ଦଳ ଏବଂ ସେମାନଙ୍କ ସହଯୋଗୀ ଦଳମାନଙ୍କ ଦ୍ବାରା କରାଯାଇଥିବା ବିରୋଧକୁ ନେଇ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଉଦନ୍ତୀ ମଣ୍ଡଳ ତରଫରୁ ସିନାପାଲି ଠାରେ ତୀବ୍ର ପ୍ରତିବାଦ କରାଯାଇଛି। ନାରୀମାନଙ୍କ ଅଧିକାର ଓ ସଶକ୍ତିକରଣ ପାଇଁ ଏହି ବିଲ୍ ଅତ୍ୟନ୍ତ ଆବଶ୍ୟକ ବୋଲି ମାଆ-ଭଉଣୀମାନେ ମତ ପ୍ରକାଶ କରିଛନ୍ତି । ଉଦନ୍ତୀ ମଣ୍ଡଳ ସଭାପତି ପୁସ୍ତମ ମଶ୍ରା ଙ୍କ ନେତୃତ୍ବରେ ଏହି ‘ଜନ-ଅ।କ୍।ଶ ବି କ୍ଷୋଭ ' ହୋଇଥ୍ ବା ବେଳେ, ମୁଖ୍ୟ ଅତିଥ‌ି ରୁପେ ସୁବ୍ରତ କୁମାର ଠାକୁର ( ପୂର୍ବତନ ଜିଲ୍ଲା ବିଜେପି ସଭାପତି, ନୂଆପଡା) ଯୋଗଦାନ କରିଥିଲେ। ସମ୍ମାନିତ ଅତିଥ୍ ରୁପେ ଆଶା ଜୈନ (ଜିଲ୍ଲା ସମ୍ପାଦିକା ତଥା ଜିଲ୍ଲା ପରିଷଦ ସଦସ୍ୟା),ପୂର୍ଣମୀ ମାଝୀ (ନୂଆପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ସମ୍ପାଦିକା ), ବିନତେ ନାଏକ (ଉଦନ୍ତୀ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି), ସମଲେଇ ମଣ୍ଡଳ ସଭାପତି କୁମ୍ଭ ବାଗ, ବୁଢାଦେଓ ମଣ୍ଡଳ ସଭାପତି କୃଭିବାସ ତେଜି, ପୂର୍ବତନ ମଣ୍ଡଳ ସଭାପତି ମାର୍କଣ୍ଡ ଗହିର ଏବଂ ନରହରି ହଂସ, ବରିଷ୍ଠ କାର୍ଯ୍ୟକର୍ତ୍ତା ନନ୍ଦକୁମାର ପାତ୍ର, ପ୍ରତାପ ଗୁଆଲ, ଧର୍ମେନ୍ଦ୍ର ପୁରୋହିତ, ମଣ୍ଡଳ ଉପସଭାପତି ଅମିତ ଜୈନ, ସୁରେଶ ବାଗ ଓ ପ୍ରେମଶିଳା ମେହେର, ମଣ୍ଡଳ ସାଧାରଣ ସମ୍ପାଦକ ଆତ୍ମାରାମ ନାଗ ଯୋଗଦାନ କରିଥିଲେ ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା, ଯୁବ କାର୍ଯ୍ୟକର୍ତ୍ତା, ନାରୀ ସଂଗଠନର ଶତାଧ‌ିକ ନାରୀ ଶକ୍ତି ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତ ପ୍ରତିବାଦକାରୀମାନେ ନାରୀ ବନ୍ଦନ ବିଲ୍‌କୁ ସମର୍ଥନ କରି ଏହାକୁ ବିରୋଧ କରୁଥିବା ଦଳମାନଙ୍କର କାର୍ଯ୍ୟକୁ ନିନ୍ଦା କରିଥିଲେ । ଏହି ବିଲ୍ ନାରୀ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି ସେମାନେ ଦୃଢ଼ତା ସହ କହିଥିଲେ। ସ୍ଥାନୀୟ ଉଗ୍ରସେନ ଭବନ ଠାରେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଏକତ୍ରୀତ ହୋଇ ଏକ ସାଧାରଣ ସଭା ଅନୁଷ୍ଠିତ କରିଥିଲେ ଏବଂ ବିଶାଳ ପଦଯାତ୍ରା ମାଧ୍ଯମରେ ବିଭିନ୍ନ ନାରାବାଜୀ କରି ନଗର ପରିକ୍ରମା କରିବା ସହିତ ନେହେରୁ ମଣ୍ଡପ ନିକଟରେ ବିରୋଧ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ନେତା ଅଖୁଳେଶ ଯାଦବ, ତୃଣମୂଳ କଂଗ୍ରେସ ଦଳ ନେତ୍ରୀ ମମତା ବାନାର୍ଜୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026

You Might Also Like