-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ରାଜ୍ୟ

ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ

07-May-2026



ବଲାଙ୍ଗୀର (ପ୍ରେରଣା ଖବର): ଶିଶୁ ସମୟରୁ ଶିକ୍ଷାଦାନ ସହ ନାଚଗୀତ, ଖେଳ ଆଦି ଭିନ୍ନ ପ୍ରତିଭା ଭବିଷ୍ୟତରେ ସେମାନଂକୁ ସଂସ୍କାରିତ କରି ଗଢି ତୋଳିଥାଏ।

ସଂଗୀତ ମହାବିଦ୍ୟାଳୟ " ପଞ୍ଚମ " ୩୦ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି  ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ବଲାଙ୍ଗୀର ପୌର ପରିଷଦର ଅଧକ୍ଷା ଶ୍ରୀମତୀ ଲିକା ସାହୁ। ଗତ ୫ତାରିଖ ମଙ୍ଗଳବା ଦିନ ସ୍ଥାନୀୟ କୋଶଲ କଳା ମଣ୍ଡଳ ଠାରେ ଏକ ରଙ୍ଗାରଙ୍ଗ  ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା 'ପଞ୍ଚମ' ର ବାର୍ଷିକୋତ୍ସବ।

ଏହି ଉତ୍ସବରେ ବୟୋଜ୍ୟେଷ୍ଠ କଣ୍ଠଶିଳ୍ପୀ ବୁଦ୍ଧିସାଗର ଯୋଶୀ, ସମାଜସେବୀ ଆଦିତ୍ୟ ନାରଣ ପଟ୍ଟନାୟକ, ନୃତ୍ୟଶିଳ୍ପୀ ଶ୍ରୀମତୀ ଚନ୍ଦ୍ରିକା ରାଣୀ ଖୁଆସ, କଣ୍ଠଶିଳ୍ପୀ କୁମାରୀ ଜ୍ୟୋତିକା ମିଶ୍ର ପ୍ରଭୃତି ଙ୍କୁ ଚିତ୍ତ ରଞ୍ଜନ ସାହାଣୀ, ଭଗବାନ ପତି, ମୁରଲି ଧର ବେହେରା ଓ ପ୍ରଫୁଲ୍ଲ ପ୍ରଧାନ ସ୍ମୁତି ସମ୍ମାନରେ ସମ୍ମାନିତ କରା ଯାଇଥିଲା। ସଭାପତି ମୁରଲିଧାରି ପତିଙ୍କ ସଭାପତିତ୍ୱରେ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକ ଦିବ୍ୟ ରଞ୍ଜନ ପଟ୍ଟନାୟକ। ଏହିକ୍ରମରେ ଅନୁଷ୍ଠାନର ଭୁବନେଶ୍ୱର ଶାଖା ସଙ୍ଗୀତ ଶିକ୍ଷୟିତ୍ରୀ ରୋଜାଲିନ ରାଉତ ବଲାଙ୍ଗୀର ନୃତ୍ୟ ବିଭାଗର କୁମାରୀ ସିରିଶା ସୁଭଦର୍ଶିନୀ ପତି, ଚିତ୍ରକଳା ବିଭାଗର ତାରାକାନ୍ତ ମହଲା, ସଂଗୀତ ସହଯୋଗୀ ସଂବିତ କୁମାର ସାହୁ, ବେସଭୂଷା ପାଇଁ ମନରଞ୍ଜନ ବେହେରା, ଅମ୍ରିତା ବେହେରା ସ୍ୱରୂପା ସିଂ ପ୍ରଭୁତିଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା।  ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ରୀ ନୃତ୍ୟ ବିଭାଗ ର  ଅମ୍ବିକା ବହିଦାର ଓ ଶ୍ରେଷ୍ଠ ଛାତ୍ର ଭାବେ କଣ୍ଠ ସଙ୍ଗୀତ ବିଭାଗର ଆୟୁଷ୍ମାନ ପାଣିଗ୍ରାହୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ଶେଷରେ ଗୁରୁ ଗୌର କିଶୋର ମହାପାତ୍ର ଧନ୍ୟବାଦବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ତାଙ୍କରି ନିର୍ଦେଶନା ରେ ୬୦ଜଣ ଶିଶୁ କଳାକାରଙ୍କ ଦ୍ୱାରା ତବଲା ବାଦନ ବେଶ ଚିତ୍ତାକାର୍ଷକ ହୋଇ ଥିଲା। ସଭାକାର୍ଯ୍ୟ ପରେ ପରେ ସୁଶ୍ରୀ ସିରିଶା ପତି ଙ୍କ ନିର୍ଦେଶନାରେ ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟରେ ଦଶବତାର, ଅହେ ନୀଳ ଶଇଳ , ଆଇଗିରି ନନ୍ଦିନୀ, ରେକର୍ଡ ଡାନ୍ସ, ଗୁରୁ ମୁରଲି ପତି ଙ୍କ ନିର୍ଦେଶନା ରେ ସମବେତ ସଙ୍ଗୀତ ସରସ୍ବତୀ ବନ୍ଦନା ଓ ଦେଶାତ୍ମବୋଧକ ଗୀତ ବେଶ ମନଛୁଆଁ ହୋଇ ପାରିଥିଲା। କାର୍ଯ୍ୟକ୍ରମକୁ ସଫଳ କରି ବାରେ ସର୍ବଶ୍ରୀ

ଡି ଏସ. ଏନ ମୂର୍ତ୍ତି, ଦୀପକ ବରାଳ, ପ୍ରଭଞ୍ଜନ ରାଇଗୁରୁ, ଚୈତନ୍ୟ ମଟରୀ, କ୍ଷେତ୍ରବାସୀ ସାହୁ ଶୁଭେନ୍ଦୁ ଜାଲ, ସୁମନ ମହାପାତ୍ର,କୃଷ୍ଣରାଜ ପତି, ସଂସ୍କାର ମିଶ୍ର, ରାଜ କୁମାର ହୋତା, ସୋନୁ କୁମାର ସିଂ, ଶିବା ପରୁଆ,ବସନ୍ତ ନାୟକ, ସୁଦାମ ସେଲମା ପ୍ରଭୃତି ସହଯୋଗ କରିଥିଲେ। ଅନୁକୂଳ ପାଗ ଯୋଗୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶତାଧିକ ଦର୍ଶକ ଓ ଅଭିଭାବକ କାର୍ଯ୍ୟକ୍ରମକୁ ଉପ ଭୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like