-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||     

HOME   ରାଜ୍ୟ

କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍

30-Apr-2026



କଟକ(ପ୍ରେରଣା ଖବର), : କଟକ ସଦର ବ୍ଲକ୍‌ରେ  ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି ୨୦୨୪-୨୫ ମସିହାରେ ହୋଇଥିବା ବିଭିନ୍ନ ଖର୍ଚ୍ଚର ଅଡିଟ୍ କରାଯାଇଥିଲା ବେଳେ ସେଥିରେ ପାଖାପାଖି ୨୫୦  କୋଟିର   ଦୁର୍ନୀତି ହୋଇଥିବା ଦେଖାଯାଇଛି। ଏହାକୁ ନେଇ ଅଡିଟ୍ ଅଧିକାରୀ ଆପତ୍ତି ଉଠାଇଥିଲା ବେଳେ ରିପୋର୍ଟ (ନଂ ୮୫୦୦୫୪/ଏଆର/୨୦୨୫-୨୬) ରେ ମଧ୍ୟ ସେ ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କିନ୍ତୁ ଏତେବଡ଼ ଅନିୟମିତତାକୁ ବ୍ଲକ୍ ଅଧିକାରୀ ଚପାଇ ଦେଇଥିଲା ବେଳେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ପ୍ରଘଟ ହୋଇଛି! ରିପୋର୍ଟ ଅନୁସାରେ, କ୍ୟାସବୁକ ଓ ଅଡିଟ୍ ଯାଞ୍ଚ ହେଉଥିବା ବେଳେ ୩୧.୩.୨୫ ମସିହା ସୁଦ୍ଧା ହୋଇଥିବା କ୍ଲୋଜି ବାଲାନ୍ସରେ ୧୧ କୋଟି ୪୯ଲକ୍ଷ ୮୩୮୧୬.୮୧ ଟଙ୍କାର ପାର୍ଥକ୍ୟ ରହିଛି। ସେହିପରି କ୍ୟାସବୁକ୍ ଓ ପାସ୍‌ବୁକ୍ ଯାଞ୍ଚ କରାଯିବା ବେଳେ ୩୧.୩.୨୫ ସୁଦ୍ଧା ବ୍ୟାଙ୍କ ଡିପୋଜିଟ୍‌ରେ ୩୨ କୋଟି ୬୮ଲକ୍ଷ ୮୮୩୪୬.୭୪ ଟଙ୍କାର ଭିନ୍ନତା ରହିଛି ଏହି ଅବଧି ସୁଦ୍ଧା ଅଗ୍ରିମ ଆକାରରେ ଦିଆଯାଇଥିବା ଟଙ୍କାରେ କ୍ୟାସ୍‌ବୁକ୍ ଓ ଅଡିଟ୍ ମଧ୍ୟରେ ୨୬ଲକ୍ଷ ୬୦୯୩୧.୫୮ ଟଙ୍କାର ଫରକ ରହିଥିଲା ବେଳେ ୧କୋଟି ୨୩ଲକ୍ଷ ୭୦୭୪୮.୫୮ ଟଙ୍କା ଆଡ଼ଜଷ୍ଟ ହୋଇ ନାହିଁ। ସେହିପରି ୩ଲକ୍ଷ ୬୫ହେଜାର ୬୦୦ ଟଙ୍କା ରିକଭରି ପାଇଁ ପରାମର୍ଶ

ସୁଦ୍ଧା ଦିଆଯାଇଛି। ମାର୍ଚ୍ଚ ୩୧ ତାରିଖ ୬୬କୋଟି, ୨୭ଲକ୍ଷ ୬୪ ହଜାର ୬୬୬ ଟଙ୍କା ୨୫ ପଇସା ହୋଇପାରିନାହିଁ! ଏହାବାଦ୍ ଖର୍ଚ

ଗୋଟିଏ କାମକୁ ଦୁଇଥର ଟଙ୍କା ଦିଆଯାଇଛି, ଅନାବଶ୍ୟକ ଖର୍ଚ୍ଚ ହୋଇଛି

୧୨୪ କୋଟି ୩୭ ଲକ୍ଷ ୮୨ ହଜାର ୮୩୧ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେଗୁଡ଼ିକର ବ୍ୟବହାର ପ୍ରମାଣପତ୍ର ଦାଖଲ ହୋଇନାହିଁ। ଟ୍ରେଜେରି

ପାସ୍‌ବୁକ୍ ଅନୁସାରେ ଅଧିକ ଟଙ୍କା ଦିଆଯାଇଥିବାରୁ ୩ହଜାର ଟଙ୍କା ରିଜଭରି ପାଇଁ ପରାମର୍ଶ ଦିଆଯାଇଥିଲା ବେଳେ ୨୪୫୦୦ ଟଙ୍କା ସଟ୍‌ରେ

ରିକଭରି ହୋଇଛି। ଦୁଇଥର ଟଙ୍କା ଦିଆଯାଇଥିବାରୁ ୧୩କୋଟି ୬ଲକ୍ଷ ୮୩ହଜାର ୨୪୪.୮୦ ଉପରେ ଅଡିଟ୍ ଟିମ୍ ଆପତ୍ତି ଉଠାଇଛି ବିଭିନ୍ନ

କାର୍ଯ୍ୟ ପାଇଁ ଥିବା ଜରୁରୀକାଳିନ ପାଣ୍ଠି ସହିତ ବ୍ୟାଙ୍କ୍ ଉଠାଣ ଓ ଟ୍ରେଜେରି ପାସ୍‌ବୁକ୍‌ରେ ଟଙ୍ଗାଗୁଡିକୁ ଦର୍ଶାଯାଇଥିଲେ ମଧ୍ୟ କ୍ୟାସ୍‌ବୁକ୍‌ରେ ସେଗୁଡ଼ିକର ଖର୍କକୁ ଦେଖାଯାଇନାହିଁ। ନିର୍ବାଚନ ତ୍ରୁଟି ସମୟରେ ମହଙ୍ଗା ଲଜ୍ଜା ଉଠାଣ, ଲାଇମେନ୍ସ ଫି ଦାଖଲ, ମେଡିକାଲ୍ ବିଲ୍ ପରିଶୋଧ, ଡାକ୍ତର, ଡିଏସ୍ଏସ୍ୱ କର୍ମଚାରୀଙ୍କ ପାଇଁ ଚା'ପାଣି ଖର୍ଚ, ଡାକ୍ତର ଓ ଭିନ୍ନକ୍ଷମଙ୍କ ଗମନାଗମନ ଖର୍କରେ ଅନିୟମିତତା ହୋଇଥିବାରୁ ୧୨ଲକ୍ଷ ୮୨ହଜାର ୭୩୭ ଟଙ୍କା ରିକଭରି ପାଇଁ ପରାମର୍ଶ ଦିଆଯାଇଥିଲା। ଯେଉଁଥିରୁ ୬୩୪୫୦ଟଙ୍କା ସଟ୍‌ରେ ରିକଭରି କରାଯାଇଛି। ବିଭିନ୍ନ କାମର ଟଙ୍କା ପ୍ରଦାନରେ ଅଧିକ ଟଙ୍କା

୯୯୧ଟଙ୍କା ରିକଭରି ପାଇଁ ପରାମର୍ଶ ଦିଆଯାଇଥିଲା। ଯେଉଁଥିରୁ ୩ଲକ୍ଷ ୩୬ହଜାର ୩୧୧ଟଙ୍କା ସଟ୍‌ରେ ରିକଭରି କରାଯାଇଥିଲା। ସେହିପରି ଅନାବଶ୍ୟକ ଭାବେ ଜରୁରୀକାଳିନ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିବାରୁ ୧୯ଲକ୍ଷ ୭୫ହଜାଇ ୮୯୮ ଟଙ୍କା ଉପରେ ଅଡିଟ୍ ଆପତ୍ତି ଉଠାଇଛି! ଦିଆଯାଇଥିବାରୁ ୪ଲକ୍ଷ ୯୧ହଜାର ଏତେବଡ଼ ଦୁର୍ନୀତିରେ ଯେଉଁ ଯେଉଁ କର୍ମଚାରୀ ଏବଂ ରାଜନେତା ମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ବିଜେପି ସରକାର ବାନ୍ଧିବାକୁ କଟକବାସୀ ଦାବି କଲେଣି । ନଚେତ ରାଜ୍ୟ ସରକାରଙ୍କ ଉପରୁ ଭରଷା ତ୍ରୁଟି ଯିବ ବୋଲି କହିଲେଣି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026

You Might Also Like