-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
(ଡୋଲେଶ୍ୱର ବାଗ )
ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରଭାଡି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଥିରେ କର୍ତ୍ତା ଭାବେ ମହଗୁ ହଂସ ଓ ତାଙ୍କ ଧର୍ମ ପତ୍ନୀ ହେମକାନ୍ତି ହଂସ ପୂଜା କାର୍ଯ୍ୟ ତୁଲାଇବେ।ପୁରୋହିତ ରବୀନ୍ଦ୍ର ପତି ସହ ପୂଜକ ଅଶ୍ୱିନୀ ବେହେରା ,ଜପକ ପ୍ରବୀଣ କୁମାର ମୁଣ୍ଡ ସହ ପୂଜକ ବିନୟ ପଣ୍ଡା ପୂଜା କାର୍ଯ୍ୟ କରୁଛନ୍ତି। ସଭାପତି ଦଶରଥ ହଂସ , ସମ୍ପାଦକ ରାଜେନ୍ଦ୍ର ହଂସ, କୋଷାଧକ୍ଷ ଗୋବିନ୍ଦ ଚନ୍ଦ୍ର ବାଗ ଓ ବିନୋଦ ହଂସ , ପୂର୍ଣଚନ୍ଦ୍ର ହଂସ ,ନେତ୍ରା ନନ୍ଦ ବାଗ, ମକୁନ୍ଦ କୁମାର ହଂସ ପ୍ରମୁଖ ଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି।