-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
(ରଂଜିତ ମହାନ୍ତି )
ବରୀ ସିବିଏସଇ ଦଶମ ପରୀକ୍ଷା ରା ଫଳ ପ୍ରକାଶ ପାଇବା ପରେ ଛାତ୍ର ଓ ଛାତ୍ରୀ ଙ୍କ ମଧ୍ୟ୍ୟରେ ବେଶ ଉତ୍ସlହ ଦେଖିବାକୁ ମିଳିଛି l ଏହି ପରୀପ୍ରେକ୍ଷୀ ରେ ଯାଜପୁର ଭେକଟେଶ୍ଵର ଇଂରାଜୀ ସ୍କୁଲ ର ଛାତ୍ରୀ ସୁଶ୍ରୀ ଅନୁଷ୍କl ବିଶ୍ୱାଳ ୯୬. ୪% ମାର୍କ ରଖି ବିଦ୍ୟାଳୟ ରେ ଟପର ହେlଇଛନ୍ତି l ଏହି ଖବର ପାଇଁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟି ଆସିଛି l ବରୀ ନିର୍ବାଚନମଣ୍ଡଳୀ ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଋଷିପୁର ଗ୍ରାମର ଅଧ୍ୟାପକ ସୁକାନ୍ତ ବିଶ୍ୱାଳ ଙ୍କ କନ୍ୟା ଅଟନ୍ତି ତାଙ୍କର ଏହି କୃତିତ୍ୱ ପାଇଁ ପରିବାର, ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି l