-+91-9937148622 |

prerana_bgr@rediffmail.com |

  Sunday 19th April 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ    (19-Apr-2026)       ||      ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   (19-Apr-2026)       ||      ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   (19-Apr-2026)       ||      ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   (19-Apr-2026)       ||      ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Apr-2026)       ||      *ସୋନପୁର ରେ ଲଜ୍ଜ୍ୟା; ନାବାଳିକାଙ୍କୁ ଗଣ ଦୁଷ୍କର୍ମ*- *ସୁବର୍ଣ୍ଣପୁର ରେ ଆଇନ୍ ଶୃଂଖଳା ବିପର୍ଯ୍ୟସ୍ତ* -   (18-Apr-2026)       ||      ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା    (18-Apr-2026)       ||      ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   (18-Apr-2026)       ||      ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   (18-Apr-2026)       ||      ଜେ ଏସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ   (18-Apr-2026)       ||      ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   (18-Apr-2026)       ||      କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ    (18-Apr-2026)       ||      ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   (18-Apr-2026)       ||      ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   (18-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   (17-Apr-2026)       ||      ଶୋଚନୀୟ ହେଲାଣି ବରୀ ରାସ୍ତା   (17-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ*   (17-Apr-2026)       ||      ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   (17-Apr-2026)       ||     

HOME   ଜିଲ୍ଲା

ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ

19-Apr-2026



(ରଂଜିତ ମହାନ୍ତି )
ବରୀ,  ଦିନେ ଖରିମୁଣ୍ଡା ସିଂହସାହି ନାଳ ଚାଷୀଙ୍କ ପାଇଁ ବରଦାନ ଥିଲା ଏବେ ତାହା ଚାଷୀଙ୍କ ଦୁଃଖ ପାଲଟିଛି। ଉପର ମୁଣ୍ଡର ଜଳ ନିଶାସନ ଓ ଆବଶ୍ୟକୀୟ ଜଳ ଧାରଣ ପାଇଁ ପ୍ରାୟ ୨୦୦୦ ମସିହାରେ ସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ଖରିମୁଣ୍ଡା-ସିଂହସାହି ଜଳ ନିଷ୍କାସନ ନାଳ । ଏହା ନିର୍ମାଣ ସମୟରେ ଚାଷୀମାନଙ୍କ ପାଇଁ ଅନେକ ଉପାଦେୟତା ଥିଲା। ଉପର ମୁଣ୍ଡର ଅଧ‌ିକ ବର୍ଷା କିମ୍ବା ବନ୍ୟା ଜଳ ଏହି ନିଷ୍କାସନ ନାଳ ଦେଇ ବିରୂପା ନଦୀକୁ ନିଷ୍କାସିତ ହୋଇଥାଏ ଏବଂ ଏହି ନାଳରେ ରହିଥ‌ିବା ୭ ଫୁଟ୍‌ର ପାଚେରି ଦ୍ବାର କୃଷି କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜଳ ପୋତା କେଲୁଅ ନ‌ଦୀରେ ଗଛିତ ହୋଇ ରହେ । ଯାହା ହାକି ଚାଷୀମାନେ ଉପକୃତ ହୋଇଥାନ୍ତି । ମାତ୍ର ୨୦୧୪ ମସିହାରେ ମେଗା ପ୍ରକଳ୍ପ ବ୍ରାହ୍ମଣୀ-କେଲୁଅ ନୂଅ ବିରୁପା ଘେରିବନ
ସୁଇସ ଗେଟ୍ ନିର୍ମିତ ନିର୍ମାଣ ପରେ ଏହି ନିଷ୍କାସନ ନାଳ ଚାଷୀମାନଙ୍କ ପାଇଁ ଦୁଃଖର କାରଣ ପାଲଟିଲା। ଏହାର ତଳ ମୁଣ୍ଡରେ ବିରୂପା ନଦୀ । ମୁହାଣରେ ୧୧ ଫୁକାର । ବିଶିଷ୍ଟ ଏକ ବୃହ ହୋଇଛି । ଲଗାଣ ବର୍ଷା ଦ୍ବାରା ଉପର ମୁଣ୍ଡର ନିଷ୍କାସନ ହେବ ବା ପୂର୍ବରୁ ବିରୂପା ନଦୀରେ ବନ୍ୟା ଜଳ ଆସିଥାଏ। ଫଳରେ ବିରୂପା ନଦୀର ଜଳ ପତନ ଉଚ୍ଚ ରହିଥ‌ିବାରୁ ଏହି ବୃହତ ସୁଇସ୍ ଗେଟ୍ ଖୋଲିବା ସମ୍ଭବ ହୁଏ ନାହିଁ I ଦୀର୍ଘ ଦିନ ଧରି ଉପର ଅଞ୍ଚଳ ଯଥ ଯଥା ନୀଳାପଦା, ଅମଠପୁର, ଅସଲପୁର, ପାଲଟପୁର, କ କମ୍ପଗଡ଼, ହଳ ହଳଧରପୁର, ବାଳି ବାଲିକୁଦା ଆଦି ପାଣି ବୁଡି ରହିଥାଏ | ନଦୀର ଜଳ ପତନ କମିଲେ ସୁଇସ୍ (ଗେଟ୍ ଖୋଲା ହେଲେ ଯେଉଁ ପରିମାଣର ପାଣି ନିଷ୍କାସନ ହେବା କଥା ତାହା ଏହି ରମୁଣ୍ଡା-ସିଂହସାହି ନିଷ୍କାସନ ନାଳ ବାଧକ ସାଜିଥାଏ । ଏହା ମଧ୍ୟରେ ନିର୍ମିତ ୭ ଫୁଟ୍ର ପାଚେରି ପାଣି ନିଷ୍କାସନର ପ୍ରତିବନ୍ଧ ହୋଇଥାଏ। ଫଳରେ ଏହି ସବୁ ଅଞ୍ଚଳ ଦୀର୍ଘ ଦିନ ଧରି
ଅକ୍ଷୟ ବୁଡ଼ି ରହୁଛି। ସ୍ଥାନୀୟ ଅଞ୍ଚଳର ଭାଗୀରଥ ଦାସ ମହାପାତ୍ର, ବନବିହାରୀ ଦାସ, ନିତ୍ୟାନନ୍ଦ ଜେନା, ଷୟ କୁମାର ଜେନା, ପ୍ରମୋଦ ସେଠୀ, ସରୋଜକାନ୍ତ ଦାସ ପ୍ରମୁଖ କ୍ଷୁଦ୍ର ଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏ ବିଷୟରେ ବାରମ୍ବାର ଅବଗତ କରି ସାରିଛନ୍ତି। ବୁଡ଼ି ଅଞ୍ଚଳର ଚାଷୀମାନେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଲୋଚନା ମଧ୍ୟ ଜାରି ରଖିଛନ୍ତି । ଗତ ସପ୍ତାହରେ ଘଟଣା ସ୍ଥଳକୁ ଉପରିସ୍ଥ କର୍ମକର୍ତା ଆସି ଦେଖ୍ ଯାଇଛନ୍ତି । ତେବେ ଚାଷୀମାନଙ୍କର ଦାବି ତଥା ଏହି ୭ଫୁଟ୍‌ର ସୁରକ୍ଷା ପାଚେରି ଭାଙ୍ଗିବାର ଆବଶ୍ୟକ‌ତା ବିଷୟରେ ବି ସେମାନେ ଅନୁଭବ ମଧ୍ୟ କରିଛନ୍ତି । ମାତ୍ର ଏହା ମୁଖ୍ୟ ଯନ୍ତ୍ରୀଙ୍କର କାର୍ଯ୍ୟ ପରିସର ବୋଲି ସୂଚନା ଦେଇଛନ୍ତି। ତୁରନ୍ତ ଚାଷୀମାନଙ୍କର ଏହି ସମସ୍ୟା ପ୍ରତି ମୁଖ୍ୟଯନ୍ତ୍ରୀ ଯତ୍ନବାନ ହୋଇ କାର୍ଯ୍ୟା ନାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି । ହେଉଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ   19-Apr-2026
  ଜିଲ୍ଲା  
ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   19-Apr-2026
  ଜିଲ୍ଲା  
ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   19-Apr-2026
  ଜିଲ୍ଲା  
ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   19-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   18-Apr-2026
  ଜିଲ୍ଲା  
*ସୋନପୁର ରେ ଲଜ୍ଜ୍ୟା; ନାବାଳିକାଙ୍କୁ ଗଣ ଦୁଷ୍କର୍ମ*- *ସୁବର୍ଣ୍ଣପୁର ରେ ଆଇନ୍ ଶୃଂଖଳା ବିପର୍ଯ୍ୟସ୍ତ* -   18-Apr-2026
  ଜିଲ୍ଲା  
ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା   18-Apr-2026
  ଜିଲ୍ଲା  
ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   18-Apr-2026
  ଜିଲ୍ଲା  
ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   18-Apr-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ   18-Apr-2026
  ରାଜ୍ୟ  
ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   18-Apr-2026
  ଜିଲ୍ଲା  
କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ   18-Apr-2026

You Might Also Like