-+91-9937148622 |

prerana_bgr@rediffmail.com |

  Saturday 18th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା    (18-Apr-2026)       ||      ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   (18-Apr-2026)       ||      ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   (18-Apr-2026)       ||      ଜେ ଏସ ଏମ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ଫେରୱେଲ ସେରିମୋନୀ   (18-Apr-2026)       ||      ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   (18-Apr-2026)       ||      କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ    (18-Apr-2026)       ||      ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   (18-Apr-2026)       ||      ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   (18-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   (17-Apr-2026)       ||      ଶୋଚନୀୟ ହେଲାଣି ବରୀ ରାସ୍ତା   (17-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ*   (17-Apr-2026)       ||      ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   (17-Apr-2026)       ||      ୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ    (17-Apr-2026)       ||      ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   (17-Apr-2026)       ||      ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (17-Apr-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||     

HOME   ଜିଲ୍ଲା

ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର

18-Apr-2026



(ରଂଜିତ ମହାନ୍ତି )
ବରୀ ବ୍ଳକ ବୋଦୁଅ ପଞ୍ଚାୟତର ପାଳସାହି ଜଗନ୍ନାଥ ଠାକୁରଙ୍କ ପରିସରରେ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପାଳସାହି ଶାନ୍ତିକମିଟି ମିଳିତ ଆନୁକୂଲ୍ୟରେ ଆଜି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେlଇଥିଲା l ଏହି ଶିବିର କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସବ୍ୟସାଚି ଦାସ ଉଦଘାଟନ କରିଥିଲେ l ପାଳସାହି ଏକ ଦୀପାଞ୍ଚଳ ହେlଇଥିବା ରୁ ଜନ ସାଧାରଣ ସ୍ୱାସ୍ଥ୍ୟ ସେବା  ପାଇଁ ନାହଁ ନଥିବା ଅସୁବିଧା ର ସମ୍ମୁଖୀନ ହେଇଥିବା ବେଳେ ଏଥିଲାଗି ପାଳସାହି ଶାନ୍ତି କମିଟି ପକ୍ଷରୁ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସହଯୋଗ ରେ ଏକ ଦିବସୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଥିଲା l ଏଥିରେ ଡାକ୍ତର ଶଶୀକାନ୍ତ ସାହୁ, ଡାକ୍ତର କୈଳାଶ ଚନ୍ଦ୍ର ପତି, ଡାକ୍ତର ଅଶ୍ୱିନୀ ରଣା, ପିଏଚଓ ପ୍ରଫୁଲ କୁମାର ନାୟକ, ଫର୍ମାସିଷ୍ଠ ପ୍ରଶ୍ନଜିତ କର, ମହିଳା ସ୍ୱାସ୍ଥ୍ୟକର୍ମୀ ମେନକା ମହାରଣା, ସିଏଚଓ ଗୀତଜୟୀ ପ୍ରସାଦ ମଲ୍ଲିକ, ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ବନ୍ଦିତା ସେନାପତି, ପରୀକ୍ଷାଗାର କର୍ମୀଚାରୀ ବିଦୁଲତା ମଲ୍ଲିକ, ସ୍ୱର୍ଣମୟୀ ସାମଲ,ଅନୁସୟା ପଣ୍ଡା,ମହିଳା ସ୍ୱାସ୍ଥ୍ୟ କର୍ମୀ ମୋନାଲି ମହାପାତ୍ର, ସ୍ୱାସ୍ଥ୍ୟକର୍ମୀ ମାଳତୀ ରାୟ,, ଆଶାକର୍ମୀ ଯମୁନା ସାହୁ, ଇନ୍ଦୁମତୀ ପ୍ରଧାନ, ଅନୁସୟା ରାଉତ, ଦମୟନ୍ତୀ କୁଣ୍ଡୁ ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି   ମାଗଣl ରେ ଓଷଧ ବଣ୍ଟନ କରିଥିଲେ l ଏହି ଶିବିର କୁ ରାମଚନ୍ଦ୍ର ଜେନା, ଦେବି ପ୍ରଶ୍ନନ ଜେନା, ସୁଶାନ୍ତ ଜେନା, ଶରତ ଚନ୍ଦ୍ର ତ୍ରିପାଠୀ, ବିଜୟ କୁମାର ଜେନା, ଆର୍ତ୍ତବନ୍ଧୁ ଜେନା, ସତ୍ୟବ୍ରତ ଜେନା, ଅତୀଶ କୁମାର ଜେନା,ଗ୍ୟାନ ରଞ୍ଜନ ଜେନା, ଅଶୋକ ଜେନା, ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା, ମନୋଜ କୁମାର ସାହୁ, ରଞ୍ଜନ କୁମାର ପଲାଇ, ଅର୍ଚନା ନାୟକ, ତରୁଲତା ଜେନା,ପ୍ରମୁଖ ପରିଚାଳନା ରେ ସହା ୟତା କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା   18-Apr-2026
  ଜିଲ୍ଲା  
ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   18-Apr-2026
  ଜିଲ୍ଲା  
ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   18-Apr-2026
  ଜିଲ୍ଲା  
ଜେ ଏସ ଏମ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ଫେରୱେଲ ସେରିମୋନୀ   18-Apr-2026
  ରାଜ୍ୟ  
ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   18-Apr-2026
  ଜିଲ୍ଲା  
କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ   18-Apr-2026
  ଜିଲ୍ଲା  
ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   18-Apr-2026
  ଜିଲ୍ଲା  
ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   18-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   17-Apr-2026
  ଜିଲ୍ଲା  
ଶୋଚନୀୟ ହେଲାଣି ବରୀ ରାସ୍ତା   17-Apr-2026

You Might Also Like