-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Feb-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) :: ଝାରସୁଗୁଡ଼ାରେ ‘କୋଲ ବେଅରିଂ ଟ୍ରିବୁନାଲ’ ହେବା ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଗତକାଲି ଲୋକସଭାର ଶୂନ୍ୟ କାଳରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ।
କେନ୍ଦ୍ର ସରକାର ଝାରସୁଗୁଡାରେ ଏହି ‘କୋଲ ବେଅରିଂ ଟ୍ରିବୁନାଲ’ ପ୍ରତିଷ୍ଠା କରିଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ପୂର୍ବରୁ ଲୋକମାନଙ୍କୁ ଝାରସୁଗୁଡ଼ାରୁ ଢେଙ୍କାନାଳ ପ୍ରାୟ 300 KM ଯିବାକୁ ପଡୁଥିଲା।