-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||      କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ   (04-Mar-2026)       ||      ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ♦️ "ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ"   (03-Mar-2026)       ||      ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ    (03-Mar-2026)       ||      ପ୍ରସିଦ୍ଧ ଶୈବପୀଠରେ ମହାଜଳଶାୟୀ,ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ   (03-Mar-2026)       ||      ବନଜାତ ଦ୍ରବ୍ୟ ସଂଗ୍ରହ ଓ ବଜାରୀକରଣ ପାଇଁ ବ୍ୟବସାୟୀ ସମ୍ମିଳନୀ   (03-Mar-2026)       ||      ବି ଡି ଓ ସୁଶାନ୍ତ କୁମାର ରଣାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା   (03-Mar-2026)       ||      ଆକାଂକ୍ଷି ବ୍ଲକରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ   (03-Mar-2026)       ||      ରାୟଗଡ଼ା ବିକଶିତ ହେଲେହିଁ ଓଡ଼ିଶା ଓ ଭାରତ ବିକଶିତ ହେବ: କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଜିଲ୍ଲା ବୈଠକ   (03-Mar-2026)       ||      କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ତଫା ଦାବୀରେ ଢ଼େଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ   (03-Mar-2026)       ||      ଶେଷରେ କୋର୍ଟରେ ଆତ୍ମସମର୍ପଣ କଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ   (03-Mar-2026)       ||      ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଅଫିସିଆଲ ୱେବ ସାଇଟ ଉନ୍ମୋଚିତ♦️ ମନ୍ଦିରର ତଥ୍ୟ ଜାଣି ପାରିବେ ସାରା ପୃଥିବୀରେ ଲୋକେ    (03-Mar-2026)       ||      ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଅଫିସିଆଲ ୱେବ ସାଇଟ ଉନ୍ମୋଚିତ♦️ ମନ୍ଦିରର ତଥ୍ୟ ଜାଣି ପାରିବେ ସାରା ପୃଥିବୀରେ ଲୋକେ    (03-Mar-2026)       ||     

HOME   ରାଜ୍ୟ

ନବ ବିବାହିତକୁ ଧରି ପ୍ରେମିକ ଛୁ…….. ଶିଶୁପାଳ ହେଲେ ବର, ବନ୍ଧୁକ ଦେଖାଇ ନବବଧୁକୁ ଅପହରଣ ଅଭିଯୋଗ

22-Feb-2026



କଣ୍ଟାମାଳ(ଜୟ କୁମାର ମହାରଣା): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା l ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ବଲାଙ୍ଗିର ଜିଲ୍ଲା ଖୁଜେନପାଲି ଗାଁ କୁ ବିବାହ ସାରି ଫେରୁଥିଲେ ନବ ବରବଧୂ l  ଫେରିବା ବାଟରେ ନବଵଧୁକୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଭଳି ରୋମାଞ୍ଚକର ଘଟଣା ସମଗ୍ର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି l  ଘଟଣାକୁନେଇ ତରଭା ପୋଲିସର ତନାଘନା ଜାରି ରହିଛି l ସୂଚନାନୁସାରେ ବଲାଙ୍ଗିର ଜିଲ୍ଲା କାମାକ୍ଷାନଗର ନିକଟ ଖୁଜେନପାଲି ଗାଁ ର ରିଙ୍କୁ ନାମକ ଯୁବକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ର ରଶ୍ମି ନାମକ ଯୁବତୀକୁ ଗତ ଶନିବାର ରାତିରେ ବୈଦିକ ରୀତିନୀତିରେ ବିବାହ କରିଥିଲେ l ବିବାହ ସାରି ରବିବାର ପ୍ରତ୍ୟୁଷରୁ ବରକନ୍ୟା କଣ୍ଟାମାଳରୁ ବଲାଙ୍ଗିର ଜିଲ୍ଲା ଖୁଜେନପାଲି ଗାଁ କୁ ଫେରୁଥିଲେ l ଫେରିବା ବାଟରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଡ଼ବନ୍ଧ ନିକଟ ପେଟ୍ରୋଲ ଟାଙ୍କି ଠାରେ ୪/୫ ଜଣ ଯୁବକ ବର ଗାଡିକୁ ଅଟକାଇ ଥିଲେ। ଗାଡି ଅଟକିବା ପରେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଗାଡି ଭିତରୁ ନବଵଧୂକୁ ଅପହରଣ କରି ଅନ୍ୟଏକ ଗାଡ଼ିରେ ନେଇ ଯାଇଥିଲେ l ମାରଣାସ୍ତ୍ର ଦେଖି ବର ଭୟଭୀତ ଅବସ୍ଥାରେ କିଛି ପ୍ରତିବାଦ କରିବା ପୂର୍ବରୁ ଦୁର୍ବୃତ୍ତମାନେ ଆଖିପିଛୁଳାକେ ନବଵଧୂକୁ ଧରି ଛୁ ମାରିଥିଲେ l  ଏ ସମ୍ପର୍କରେ ବର ଓ ସମ୍ପର୍କୀୟ  ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ  l  ଖବରପାଇ ତରଭା ଥାନା ପକ୍ଷରୁ ଘଟଣାର ସରଜମିନ ତଦନ୍ତ

ଆରମ୍ଭ କରିଛି ପୁଲିସ l  ସେହିପରି ବରକନ୍ୟାଙ୍କୁ ସ୍ୱାଗତ ପାଇଁ ବରଘର ଲୋକେ ଅପେକ୍ଷା କରିବା ସହ ବରଘରେ ଚାନ୍ଦୁଆ ଟେଣ୍ଟ ଫୁଲ ସଜାସାଜି ସହ ଭୋଜିର ଆୟୋଜନରେ ବ୍ୟସ୍ତ ଥିବାବେଳେ ଏଭଳି ଅଭାବନୀୟ ଘଟଣା ଶୁଣି ଚକିତ ହୋଇଥିଲେ l  ତେବେ ଏହା ଏକ ପ୍ରେମଜନିତ ସୁପରିକଳ୍ପିତ ଯୋଜନାବଦ୍ଧ ଘଟଣା ନା ପାରିବାରିକ ପ୍ରତିଶୋଧ ଅବା ନବବଧୂ ଠାରୁ ସୁନାଗହଣା ଲୁଟ ପାଇଁ ଯୋଜନା ହୋଇଛି ତାହା ଅସ୍ପଷ୍ଟ ଥିବାବେଳେ ପୋଲିସ ପକ୍ଷରୁ ଘଟଣାର ତନାଘନା  ଜାରି ରହିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ   04-Mar-2026
  ଜିଲ୍ଲା  
ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   04-Mar-2026
  ଜିଲ୍ଲା  
ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   04-Mar-2026
  ରାଜ୍ୟ  
ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ   04-Mar-2026
  ଜିଲ୍ଲା  
ଏକ ଭିନ୍ନ ଶିକ୍ଷକ   04-Mar-2026
  ଜିଲ୍ଲା  
ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   04-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   04-Mar-2026
  ଜିଲ୍ଲା  
କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   04-Mar-2026
  ଜିଲ୍ଲା  
କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ   04-Mar-2026
  ଜିଲ୍ଲା  
ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ♦️ "ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ"   03-Mar-2026
  ଜିଲ୍ଲା  
ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ   03-Mar-2026
  ଜିଲ୍ଲା  
ପ୍ରସିଦ୍ଧ ଶୈବପୀଠରେ ମହାଜଳଶାୟୀ,ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ   03-Mar-2026

You Might Also Like