-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||     

HOME   ଜିଲ୍ଲା

ବରୀ ରେ ବନ୍ୟା

18-Aug-2026



(ରଂଜିତ ମହାନ୍ତି )
୨୯ ଟି ପଞ୍ଚାୟତର ଶତାଧିକ ଗ୍ରାମ ଜଳମଗ୍ନ୍,ଲକ୍ଷlଧିକ ଲୋକ ବିପନ୍ନ ହଜାର ହଜାର  ହେକ୍ଟର ଚାଷ ଜମି ବୁଡ଼ିଲା l
ପ୍ରକୃତି ବନ୍ୟା ଓ ବର୍ଷା ରେ ବରୀ କୁ ଦାଉ ସାଜିଥିବା ବେଳେ ବରୀ ରେ ଖରେସ୍ରୋତା, ବ୍ରାହ୍ମଣୀ, ବିରୂପା ଓ ତାହାର ଶାଖାନଦୀ ମାନଙ୍କ ଦ୍ୱିତୀୟ ଥର  ବନ୍ୟା ଆସି ବନ୍ୟାଞ୍ଚଳ ବରୀ ରେ ବନ୍ୟା  ଯୋଗୁ ୨୯ ଟି ପଞ୍ଚାୟତର ଶତାଧିକ ଗ୍ରାମ ଜଳମଗ୍ନ ହେବା ସହିତ ଲକ୍ଷl ଧିକ ଲୋକ ବିପନ୍ନ ଅବସ୍ଥା ରେ ଦିନ କାଟୁଛନ୍ତି l ହଜାର ହଜାର ଚାଷ ଜମି ରେ ଜଳମଗ୍ନ ହେବା ଦ୍ୱରା ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି ବରୀ କାଇପଡା ମୁଖ୍ୟ ରାସ୍ତା ର ସାଇମନ୍ଦିର ନିକଟରେ ବନ୍ୟାଜଳ ର ୬ ଫୁଟ ର ସ୍ରୋତ ଚାଲିବା ଦ୍ୱରା କାଇପଡା ବାହ୍ୟଜଗତରୁ ବିଛିନ୍ନ ହେlଇପଡିଛି l ଖରେସ୍ରୋତା ତାହାର ଶାଖା ନଦୀ ନୂଆନଦୀ ବନ୍ୟା ରେ ଭଅଁରା, ରମ୍ପା, ବୋଦୁଅ, ଅରଙ୍ଗାବାଦ, ରତଲାଙ୍ଗ, ଉଦୟନାଥପୁର, ଅଲିପୁର, ଅନ୍ୟାସପୁର, ବରୀ, ବାଲିବିଲି, କଳାମାଟିଆ, ଅଙ୍ଗାଳେl, ମଧୂସୁଦନ ବିସୃତ ଅଞ୍ଚଳ ପାଣି ଘେରରେ ବୁଡି ରହିଛି ଲୋକଙ୍କ ଦୁର୍ଦଶା ବଢ଼ୁଛି l ସେହିପରି ବ୍ରାହ୍ମଣୀ ନଦୀର ବାଙ୍କସାହି, ଅରୁଆଳ, ଚନ୍ଦନପୁର ଘାଇ ହେବା ଦ୍ୱରା ପୁର୍ଣବାର ସେହିଘାଇ ରେ ବନ୍ୟା ପାଣି ଆସି କିମ୍ଭିରିଆପାଳ, ବlଇଁଶୀରିଆ, ଅଟିରା, ଚନ୍ଦନପୁର, ମନ୍ଦlରୀ, ସେରପୁର, ଅମଠପୁର, ରତ୍ନଗିରି, ଗମୁ, ମହାକାଳପଡା ପଞ୍ଚାୟତର ସ୍ଥାନ ମାନଙ୍କ ରେ ଜଳମଗ୍ନ କରିପକାଇଛି l ସେହିପରି ଲଗାଣ ବର୍ଷା ଫଳରେ ସାହୁପଡା, ଧାରପୁର, ବାଲିଆ, ଇଶାଣପୁର,, ସ୍ୱାଇଁଖଣ୍ଡ, ଗୋଳକୁଣ୍ଡ ପଞ୍ଚାୟତର ଜନସାଧାରଣ ଅକଥନୀୟ ଅବସ୍ଥା ରେ ରହିବା ସହ ଚାଷ ଜମି ବୁଡି ରହିଛି l ଆଜି ସକାଳୁ ବ୍ରାହ୍ମଣୀ ସ୍ରୋତ ରେ ଶିବାଛକ -ଇନ୍ଦାରୋଇ ପୋଲ ଉପରେ ବନ୍ୟାପାଣି ମାଡିଯିବା ପ୍ରଖର ସ୍ରୋତ ରେ ଇନ୍ଦାରୋଇ ଗ୍ରାମର ମୁନା ବେହେରା ଭାସି ଯାଇଥିବା ବେଳେ ସାହସପୁର ଗ୍ରାମର ଦୁନିଆ ଦଲେଇ ଓ ତାଙ୍କ ସାଥୀ ପାଣି କୁ ଡେଇଁ ସ୍ରୋତ ରୁ ମୁନା କୁ ଉଦ୍ଧାର କରିଥିବା ଜଣାଯାଇଛି l ବନ୍ୟା ପାଣି ଗୃହପାଳିତ ପଶୁପକ୍ଷୀ ମଧ୍ୟ୍ୟ ହଇରାଣ ହରକତ ହେlଇଛନ୍ତି l ସେହିପରି ବରୀ ନିର୍ବାଚନମଣ୍ଡଳୀ ର ଛତିଶଦେବିଲ, ସୁଜନପୁର, ଏରବାଙ୍କ, ସାହସପୁର ପଞ୍ଚାୟତରରେ ବନ୍ୟାପାଣି ପଶିଥିବା ଦେଖିବାକୁ ମିଳିଛି l ଉପରେ ବର୍ଷା ତକେ ବନ୍ୟା ଯୋଗୁ ଲୋକମାନେ ହଇରାଣ ହରକତ ସହ ବହୁ ସ୍ଥାନରେ ଗ୍ରାମ ରାସ୍ତା ବୁଡିଥିବା ରୁ ବାହାରକୁ ଆସିବା କଷ୍ଠ ସାଧ୍ୟ୍ୟ ହେlଇଛି l ଘାଇ ମରାମତି କାର୍ଯ୍ୟ ଚାଲିଥିଲେ ମଧ୍ୟ୍ୟ ବନ୍ୟା ପାଣି ରୋକ ବି ସଫଳ ହେଇନଥିଲା ଫଳରେ ବନ୍ୟା ପାଣି ବିଭିନ୍ନ ଗାଁ ମୁହାଁ ହେlଇଛି l ବନ୍ୟା ଘେରା ରେ ଥିବା କିମ୍ଭୀରଆପାଳ, ଚନ୍ଦନପୁର, ବାଲିବିଲି ସ୍ଥାନରେବ୍ଳକ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଇଥିବା ବିଡ଼ିଓ ମିନତୀ ଜଗଦେବ ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026

You Might Also Like

   
  ଜିଲ୍ଲା  

ବରୀ ରେ ବନ୍ୟା